Browsing Tag

Corona virus

ଦେଶରେ ସଙ୍କଟ ଆଶଙ୍କା! ଏବେଠୁ ଜରୁରୀ ଜିନିଷ ଗଚ୍ଛିତ କରି ରଖି ଦେବାକୁ ନିର୍ଦ୍ଦେଶ ଦେଲେ ଚୀନ ସରକାର

ନିକଟରେ ଚୀନ ସରକାର ନିଜ ଦେଶବାସୀଙ୍କୁ ଏକ ଅପିଲ କରଛନ୍ତି। ସରକାର ଅପିଲ କରି କହିଛନ୍ତି କି, ସମୟ ପୂର୍ବରୁ ତୁରନ୍ତ ଖାଦ୍ୟ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହୃତ ଜିନିଷଗୁଡ଼ିକୁ ଘରେ ଗଚ୍ଛିତ କରି ରଖି ଦିଅନ୍ତୁ। ମୁଖ୍ୟତଃ ଶୀତଦିନେ ଏ ସବୁ ଜିନିଷର ଅଭାବ ଏବଂ ଦରଦାମ୍‌ ବୃଦ୍ଧିରୁ ବଞ୍ଚିବା ପାଇଁ…

ଚୀନର ନୂଆ ମିଛ ! ସାଉଦି ଆରବ ଚିଙ୍ଗୁଡ଼ି ଓ ବ୍ରାଜିଲର ଗୋମାଂସ ହିଁ ବିଶ୍ୱରେ କରୋନା ବିସ୍ତାର ପାଇଁ ଦାୟୀ

ଚୀନର ସରକାରୀ ଗଣମାଧ୍ୟମ କରୋନା ଭାଇରସ୍‌କୁ ନେଇ ଏକ ନୂଆ ସିଦ୍ଧାନ୍ତ ବିସ୍ତାର କରିବାରେ ଲାଗିଛି। ଜଣେ ବିଶେଷଜ୍ଞଙ୍କ ମୁତାବକ, ଏହି ସିଦ୍ଧାନ୍ତରେ ବ୍ରାଜିଲର ଗୋମାଂସ, ସାଉଦି ଆରବର ଚିଙ୍ଗୁଡ଼ି ଏବଂ ଆମେରିକା ମେନର ବଡ଼ ଚିଙ୍ଗୁଡ଼ି ମାଛ ଓ ଘୁଷୁରୀ ମାଂସକୁ କରୋନା ଭାଇରସ୍‌ ବିସ୍ତାରର ପ୍ରମୁଖ…

ଋଷରେ ପୁଣି ଭୟଙ୍କର ହେଉଛି କରୋନା ସଂକ୍ରମଣ, ଗୋଟିଏ ଦିନରେ ୪୦ ହଜାର ଉପରେ ସଂକ୍ରମିତ

ବିଶ୍ୱରେ ପ୍ରଥମ ଟିକା ବାହାର କରିଥିବା ଦେଶରେ ଭୟଙ୍କର ରୂପ ନେଇଛି ମହାମାରୀ କରୋନା। ଋଷରେ ଉତ୍ପାତ ମଚାଇଛି ମାରାତ୍ମକ ଭାଇରସ। ଏହି ଦେଶରେ ପୁଣି କରୋନା ମାମଲା ଦ୍ରୁତ ଗତି ବଢ଼ିଛି। ଜାତୀୟ କରୋନା ଭାଇରସ୍ ଟାସ୍କ ଫୋର୍ସ ରବିବାର ଦିନ ୪୦,୯୯୩ ନୂତନ ସଂକ୍ରମଣ ଚିହ୍ନଟ ବିଷୟରେ ସୂଚନା ଦେଇଛି ।…

କର୍ଣ୍ଣାଟକରେ ପୁଣି ହୋଇପାରେ ତାଲାବନ୍ଦ! ନୂଆ କୋଭିଡ୍‌ ସଂକ୍ରମଣ ପରେ ଆଜି ପରାମର୍ଶଦାତା କମିଟିକୁ ଭେଟିବେ ସ୍ୱାସ୍ଥ୍ୟ…

ରାଜ୍ୟରେ ନୂଆ କୋଭିଡ୍‌-୧୯ ଭେରିଏଣ୍ଟ AY.4 ବିଷୟରେ ଜଣାପଡ଼ିବା ପରେ ଏବେ ଖବର ଆସୁଛି କି, କର୍ଣ୍ଣାଟକ ସରକାର ପୁଣିଥରେ ରାଜ୍ୟରେ ତାଲାବନ୍ଦ କରି ପାରନ୍ତି। ଏଥି ସହିତ ନୂଆ କୋଭିଡ୍‌ ନିର୍ଦ୍ଦେଶାବଳୀ ଜାରି କରି ପାରନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଧାକର କେ ମଙ୍ଗଳବାର Technical…

ଅଷ୍ଟ୍ରେଲିଆରେ ହୋଇଥିଲା ଦୁନିଆର ସବୁଠାରୁ ଲମ୍ବା ଲକ୍‌ଡାଉନ, ଏବେ ବି ମିଳିପାରି ନାହିଁ ମୁକ୍ତି; ସବୁକିଛି ରହିଛି ବନ୍ଦ

ବିଶ୍ୱ ମହାମାରୀ କରୋନା ଜନଜୀବନକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରି ରଖିଛି। ଏଥିରୁ ବଞ୍ଚିବା ପାଇଁ ବିଶ୍ୱର ପାଖାପାଖି ସବୁ ଦେଶ ନିଜ ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ଲକ୍‌ଡାଉନ ଭଳି ପ୍ରତିବନ୍ଧିକ ଲଗାଇଛନ୍ତି। ଯଦିଓ ଟିକାକରଣ ଆରମ୍ଭ ହେବା ପରଠାରୁ ବିଭିନ୍ନ ଦେଶରେ କରୋନା…

ଇଂଲଣ୍ଡରେ ନୂଆ ଯାତ୍ରା ନିୟମ, ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍‌ ନେଇଥିଲେ ସୁଦ୍ଧା ଭାରତୀୟଙ୍କ ପାଇଁ ୧୦ ଦିନର…

କରୋନା ଭାଇରସ୍‌ ମାମଲାକୁ ନଜରରେ ରଖି ବ୍ରିଟେନ୍‌ରେ ନୂଆ ଯାତ୍ରା ନିୟମରେ ପରିବର୍ତ୍ତନ କରାଯାଇଛି। ସମ୍ପୂର୍ଣ୍ଣ ଭ୍ୟାକ୍ସିନେଟେଡ୍‌ ଭାରତୀୟଙ୍କୁ ୟୁକେରେ ଟିକା ନେଇଥିବା ବ୍ୟକ୍ତି ହିସାବରେ ଗଣାଯିବ ନାହିଁ, ଅର୍ଥାତ୍‌ ଏହାକୁ ଟିକାକରଣ ବୋଲି ଧରାଯିବ ନାହିଁ। ଏହି କାରଣରୁ ସେମାନଙ୍କୁ ୧୦ ଦିନ…

କରୋନାକୁ ରୋକିବା ପାଇଁ ହେଲା ନୂଆ ବୈଜ୍ଞାନିକ ଅଧ୍ୟୟନ, ଗମ୍ଭୀର ସଂକ୍ରମଣରୁ ରକ୍ଷା କରିବ ଭିଟାମିନ୍‌-ଡି!

କରୋନାର ଗମ୍ଭୀର ସଂକ୍ରମଣରୁ ବଞ୍ଚେଇ ପାରିବ ଭିଟାମିନ୍‌-ଡି। କରୋନା ଭାଇରସ୍‌ଠୁ ରକ୍ଷା ପାଇବାକୁ ନେଇ ଏକ ନୂଆ ବୈଜ୍ଞାନିକ ଅଧ୍ୟୟନ କରାଯାଇଛି। ଏଥିରେ କରୋନାର ଗମ୍ଭୀର ସଂକ୍ରମଣକୁ ରୋକିବାରେ ଭିଟାମିନ ଡିର ଭୂମିକା ମିଳିପାରିଛି। ଅଧ୍ୟୟନ ଅନୁସାରେ, ଶରୀରରେ ଭିଟାମିନ୍‌ ଡିର ପର୍ଯ୍ୟାପ୍ତ…

ଚିନ୍ତା ବଢ଼ାଉଛି କରୋନା ,ଗତ ୨୪ ଘଣ୍ଟା ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୭ ହଜାର ୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଅପେକ୍ଷା ଆଜି ଆଉ ଅଧିକ ୧୨ ହଜାର ନୂଆ କେସ ଆସିଛି । ଏଥିସହ ଦେଶରେ ମୋଟ ପଜିଟିଭ୍‌ ସଂଖ୍ୟା ୩ କୋଟି ୨୫ ଲକ୍ଷ ୧୨ ହଜାର ୩୬୬କୁ ବୃଦ୍ଧି ପାଇଛି । ସେହିପରି…

DCGI ପକ୍ଷରୁ ୩ଟି ଡୋଜର ସ୍ୱଦେଶୀ ଭ୍ୟାକସିନ “ଜାଇଡସ କାଡିଲା”କୁ ମିଳିଲା ଅନୁମତି

କରୋନା ଭାଇରସକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । କୋଭାକ୍ସିନଠୁ ଆରମ୍ଭ କରି ଜନସନ ଆଣ୍ଡ ଜନସନ ଭଳି ଭ୍ୟାକସିନ ଲୋକଙ୍କ ସୁରକ୍ଷା ପାଇଁ ବାହାର କରାଯାଇଛି । ଏବେ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଜାଇଡସ କାଡିଲା ଟୀକାର ବ୍ୟବହାରକୁ…

ବିଶ୍ୱ ଚକିତ : ମାତ୍ର ଦେଢ଼ ଟଙ୍କାର ମେଡିସିନରେ ଠିକ୍‌ ହେଉଛନ୍ତି କରୋନା ରୋଗୀ

ନୂଆଦିଲ୍ଲୀ : କରୋନା ରୋଗ ପାଇଁ ଏକ ଭଲ ପ୍ରତିଷେଧକ ବିକଶିତ କରିବା ପାଇଁ ସାରା ବିଶ୍ୱର ଡାକ୍ତର ଓ ବୈଜ୍ଞାନିକମାନେ ସେମାନଙ୍କର ଉଦ୍ୟମ ଜାରି ରଖିଛନ୍ତି । ହେଲେ କରୋନାକୁ ସମ୍ପୂର୍ଣ୍ଣଭାବେ ପ୍ରତିହତ କରାଯାଇ ପାରିନାହିଁ । ଏହି ସମୟରେ ମାତ୍ର ଦେଢ଼ ଟଙ୍କାର ମେଡିସିନ କରୋନାକୁ ଭଲ କରୁଥିବା…

ଡେଲଟା ପ୍ଲସର ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ

କରୋନା ସଂକ୍ରମଣ ଏବଂ ଏଥିରେ ହେଉଥିବା ମୃତ୍ୟୁ ଜନିତ ସଂଖ୍ୟାର ବୃଦ୍ଧି ପୁନର୍ବାର ସମସ୍ୟା ବଢ଼ାଇଛି । ସଂକ୍ରମଣର ସଂଖ୍ୟା ବଢ଼ିବା କାରଣରୁ ପୁନର୍ବାର କଡ଼ା ନିୟମ ଲାଗୁ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଜନ ଜୀବନ ପ୍ରତି ପୁଣି ଥରେ ପ୍ରଭାବ ମଧ୍ୟ ପଡ଼ିବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ବିମାନ ଭିତରେ ଯୁବକମାନେ ଏମିତି ହରକତ କଲେ ଯେ ଶେଷରେ କର୍ତ୍ତୃପକ୍ଷ ନେଲେ ବଡ଼ ନିଷ୍ପତ୍ତି

ଆମେରିକୀୟ ଏୟାରଲାଇନ୍ସକୁ ଏହାର ଗୋଟିଏ ବିମାନକୁ ବାତିଲ କରିବାକୁ ପଡ଼ିଛି । କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ସେହି ବିମାନରେ ଯାତ୍ରା କରୁଥିବା କିଛି ଯୁବକ ମାସ୍କ ପିନ୍ଧିବାକୁ ମନା କରି ଦେଇଥିଲେ। ବିମାନ ବାତିଲ ହେତୁ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡିଲା। ଏକ…