Below header
Browsing Tag

Corona virus

ପୁଣି ଫେରିଲା ଜିକା ଭାଇରସ; କେରଳରୁ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ

ସାମ୍ପ୍ରତିକ ସମୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ କେତେକ ରାଜ୍ୟରେ ଡେଙ୍ଗୁ ରୋଗୀ ମଧ୍ୟ ବ୍ୟାପକ ଆକାରରେ ଚିହ୍ନଟ ହୋଇସାରିଛନ୍ତି। ଏବେ କେରଳରେ ଜିକା ଭାଇରସ୍ ଠାବ କରାଯାଇଛି। କେରଳର ତିରୁବନନ୍ତପୁରମ୍ ଅନ୍ତର୍ଗତ ପରସାଲା ଅଞ୍ଚଳର ଜଣେ…

କରୋନାର ଗମ୍ଭୀର ଲକ୍ଷଣ, ମଳରେ ରକ୍ତ ପଡ଼ିବା ସହ ପେଟରେ ହେଉଛି ଅସହ୍ୟ ଯନ୍ତ୍ରଣା

ସମୟ ସହିତ କରୋନା ଭାଇରସ ଯେତେ ନିଜର ରୂପ ବଦଳାଉଛି, ମହାମାରୀକୁ ନେଇ ସେତେ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି । ଏବେ କରୋନା ରୋଗୀଙ୍କ ଠାରେ ଭୟଙ୍କର ଲକ୍ଷଣ ଦେଖିବାକୁ ମିଳିଛି। କରୋନା ଆକ୍ରାନ୍ତଙ୍କ ଠାରେ ସାଇଟୋମେଗାଲୋଭାଇରସ (Cytomegalovirus-CVM) ଅର୍ଥାତ ମଳରେ ରକ୍ତ ପଡିବା ଲକ୍ଷଣ…

କରୋନାରୁ ବର୍ତ୍ତିବା ପାଇଁ ଲୋକେ ତିଆରି କଲେ କାରୋନା ମାତା ମନ୍ଦିର, ଏବେ ଜମୁଛି ଭିଡ

କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ହାହାକାର ପଡିଥିବା ବେଳେ ଏଥିରେ ଅନେକ ଧନଜୀବନ ପ୍ରଭାବିତ ହୋଇଛି । ଏହି ମହାମାରୀକୁ ବିନାଶ କରିବା ପାଇଁ ଅନେକ ପୂଜାପାଠ ମଧ୍ୟ ହେଉଥିବା ଖବର ଶୁଣିବାକୁ ମିଳୁଛି । ଏହାରି ଭିତରେ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ‘କରୋନା ମାତା’ ମନ୍ଦିର ପ୍ରତିଷ୍ଠା…

କରୋନା ଭ୍ୟାକସିନର ଅଭାବକୁ ଦୂର କରିବ ଆମେରିକା, ଭାରତ ସହ ବିଶ୍ୱସ୍ତରରେ ଦେବ ୮ କୋଟି କରୋନା ଟିକା

ଭାରତରେ ଭାକ୍ସିନ (ଟିକା) ର  ଅଭାବକୁ ପୂରଣ କରିବ ଆମେରିକା । ଭ୍ୟାକସିନର ଅଭାବକୁ ଦୃଷ୍ଟିରେ ରଖି ଆମେରିକା ଏହି ସୂଚନା ଦେଇଛି । ଡ୍ୱାଇଟ ହାଉସର ଫ୍ୟାକ୍ଟ ସିଟ ମୁତାବକ କୋଭାକ୍ସ ଜରିଆରେ ଆମେରିକା ପ୍ରଥମ ଦଫାରେ ତା’ର ମହଜୁଦ ଟିକାର ୭୫ ପ୍ରତିଶତ ଅର୍ଥାତ ପ୍ରାୟ ୧.୯ କୋଟି ଟିକା ସେୟାର କରିବ…

ତୃତୀୟ ଲହର ମୁକାବିଲା ପାଇଁ ୧୧ ଶହ ୧୪ ଜଣ ଡାକ୍ତରଙ୍କୁ ଦିଆଯିବ ତାଲିମ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ କମୁଛି କରୋନା ସଂକ୍ରମଣ । କମ୍‌ ସଂକ୍ରମଣ ଥିବା ଜିଲ୍ଲାରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ବିଷୟରେ ବିଚାର କରୁଛନ୍ତି ସରକାର । ରାଜ୍ୟରେ କୋଭିଡ୍‌ ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସଂକ୍ରମଣରେ…

ରୂପ ବଦଳାଉଛି କରୋନା: ଭାଇରସର ଆଉ ଏକ ନୂଆ ଭାରିଆଣ୍ଟ ଠାବ

ପୁନେ: ରୂପ ବଦଳାଉଛି କରୋନା । ଭାଇରସର ଆଉ ଏକ ନୂଆ ରୂପ । ଭାରତରେ ‘ବି.୧.୧.୨୮.୨’ ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି । ପୁନେର ନ୍ୟାସନାଲ ଇନଷ୍ଟୁିଚ୍ୟଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି) ଦ୍ୱାରା ଜିନୋମ୍‌ ସିକ୍ୱେନ୍ସିଙ୍ଗ୍‌ କରାଯାଇ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା…

ପୁଣି ବଢିଲା ଚିନ୍ତା, ଭିଏତନାମରେ ଚିହ୍ନଟ ହେଲା ଭାରତ ଓ ବ୍ରିଟେନର ହାଇବ୍ରିଡ୍ ଷ୍ଟ୍ରେନ

ହନୋଇ :  ବର୍ତ୍ତମାନ ଦେଶରେ କରୋନା ମହାମାରୀ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି | କରୋନାର ଦ୍ୱିତୀୟ ଲହରକୁ ଦେଶରେ ବହୁ ମାତ୍ରାରେ ନିୟନ୍ତ୍ରଣ କରାଯାଇଥିବା ବେଳେ ଏହି ମହାମାରୀକୁ ନେଇ ଏପରି କିଛି ଖବର ଶୁଣିବାକୁ ମିଳୁଛି ଯାହା ଚିନ୍ତାର ବିଷୟ ପାଲଟୁଛି | ଗତକାଲି ଭିଏତନାମର…

ସୋସିଆଲ ମିଡିଆରେ ଭାଇରାଲ ହେଲା ମାଆ ପାଇଁ ଲେଖାଯାଇଥିବା ପିଲାଙ୍କ ଭାବୁକଭରା କରୋନା ଚିଠି 

ପୁରା ଦେଶ କରୋନା ମହାମାରୀ ସହ ଲଢୁଥିବା ବେଳେ ସୋସିଆଲ ମିଡିଆରେ ଏମିତି ଅନେକ ପୋଷ୍ଟ ଭାଇରାଲ ହେଉଛି, ଯାହାକୁ ଦେଖି ଦେଶରେ କରୋନକୁ ନେଇ ଉପୁଜୁଥିବା ପ୍ରକୃତ ପରିସ୍ଥିତି ସମ୍ପର୍କରେ ଜାଣିହେଉଛି । ଏହି ମହାମାରୀ ଲୋକଙ୍କ ଜୀବନ ନର୍କ କରିସାରିଲାଣି । କିଏ ନିଜ ବାପା ମାଆଙ୍କୁ ହରାଉଛି ତ…

କରୋନାରୁ ସୁସ୍ଥ ହେବାପରେ ଶରୀରରେ ରକ୍ତ ଜମାଟ ସମସ୍ୟା ଦେଖାଗଲେ କରନ୍ତୁ ଏହି ଘରୋଇ ଉପଚାର

କୋଭିଡରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ମଧ୍ୟରେ ରକ୍ତ ଜନିତ ସମସ୍ୟା ଦେଖାଯାଏ । କିଛି ଜଣଙ୍କ ରକ୍ତ ଗାଢ଼ା ଦେଖାଯିବା ସହ ଅନ୍ୟ କେତେକଙ୍କର ରକ୍ତ ଜମାଟ ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କୁହାଯାଏ ।ଏହି ସମୟରେ ଶରୀରରେ ରକ୍ତ ପତଳା ହେବାର ମଧ୍ୟ ଦେଖାଯାଏ…

କ’ଣ ଚୁଟି ବି ସଂକ୍ରମିତ କରିପାରେ କରୋନା ଭାଇରସ, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

କରୋନା ଭାଇରସକୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ ଖବର ପ୍ରସାରିତ ହେଉଛି । ନାକ,ହାତ,କାନ ଓ ଆଖି ପରେ ଏବେ ପ୍ରଶ୍ନ ଉଠୁଛି ଚୁଟି ଦ୍ୱାରା କରୋନା ସଂକ୍ରମଣ ହୋଇପାରେ କି ? ତେବେ ଆସନ୍ତୁ ଜାଣିବା କ’ଣ କୁହନ୍ତି ଏକ୍ସପର୍ଟ … ଚୁଟି ଦ୍ୱାରା ସଂକ୍ରମିତ ହୋଇପାରେ କି କରୋନା ? ଏକ୍ସପର୍ଟ ଙ୍କ…

କରୋନା ସଂକ୍ରମିତଙ୍କ ଛିଙ୍କରୁ ୧୦ ମିଟର ଯାଏଁ ବ୍ୟାପିପାରେ ଭୂତାଣୁ, ସତର୍କ କରାଇଲେ ସରକାର

ବର୍ତ୍ତମାନ କରୋନା ଭୂତାଣୁ ଵାୟୁ ଦ୍ୱାରା ମଧ୍ୟ ବ୍ୟାପି ପାରେ | ଏବେ ସରକାର ମଧ୍ୟ ଏହାକୁ ସମ୍ପୁର୍ଣ୍ଣ ରୂପେ ଗ୍ରହଣ କରିସାରିଲେଣି | କରୋନା ଭାଇରସ ଆରୋସଲ ଓ ଡ୍ରପଲେଟ୍ସ ଦ୍ୱାରା ଦ୍ରୁତ ଗତିରେ ବ୍ୟାପିଥାଏ । ଏହି ଡ୍ରପଲେଟ୍ ବାୟୁରେ ୧୦ ମିଟର ଯାଏଁ ଯାଇପାରିବ । ଏନେଇ ସତର୍କ କରାଇବା ସହ…

କରୋନାକୁ ନେଇ ଏକ ଖୁସି ଖବର, ଏକ ତୃତୀୟାଂଶଙ୍କ ଶରୀରରେ ତିଆରି ହୋଇଛି ଆଣ୍ଟିବଡ଼ି

ଗୋଟେ ପଟେ କରୋନାକୁ ନେଇ ଦେଶବାସୀ ଭୟବିତ ହୋଇଯାଇଥିବାବେଳେ ଏବେ ଏକ ଛୋଟ ଅଶାର କିରଣ ଦେଖାଦେଇଛି । ନିକଟରେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୪୫ ବର୍ଷ ବୟସ୍କଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କ ଠାରେ କରୋନା ଭୁତାଣୁରୋଧୀ ଆଣ୍ଟିବଡ଼ି ବିକଶିତ ହୋଇଯାଇଛି । ଏକ ରିପୋର୍ଟରୁ…