Below header
Browsing Tag

Corona virus

କରୋନା ସଂକ୍ରମିତଙ୍କ ଛିଙ୍କରୁ ୧୦ ମିଟର ଯାଏଁ ବ୍ୟାପିପାରେ ଭୂତାଣୁ, ସତର୍କ କରାଇଲେ ସରକାର

ବର୍ତ୍ତମାନ କରୋନା ଭୂତାଣୁ ଵାୟୁ ଦ୍ୱାରା ମଧ୍ୟ ବ୍ୟାପି ପାରେ | ଏବେ ସରକାର ମଧ୍ୟ ଏହାକୁ ସମ୍ପୁର୍ଣ୍ଣ ରୂପେ ଗ୍ରହଣ କରିସାରିଲେଣି | କରୋନା ଭାଇରସ ଆରୋସଲ ଓ ଡ୍ରପଲେଟ୍ସ ଦ୍ୱାରା ଦ୍ରୁତ ଗତିରେ ବ୍ୟାପିଥାଏ । ଏହି ଡ୍ରପଲେଟ୍ ବାୟୁରେ ୧୦ ମିଟର ଯାଏଁ ଯାଇପାରିବ । ଏନେଇ ସତର୍କ କରାଇବା ସହ…

କରୋନାକୁ ନେଇ ଏକ ଖୁସି ଖବର, ଏକ ତୃତୀୟାଂଶଙ୍କ ଶରୀରରେ ତିଆରି ହୋଇଛି ଆଣ୍ଟିବଡ଼ି

ଗୋଟେ ପଟେ କରୋନାକୁ ନେଇ ଦେଶବାସୀ ଭୟବିତ ହୋଇଯାଇଥିବାବେଳେ ଏବେ ଏକ ଛୋଟ ଅଶାର କିରଣ ଦେଖାଦେଇଛି । ନିକଟରେ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୪୫ ବର୍ଷ ବୟସ୍କଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କ ଠାରେ କରୋନା ଭୁତାଣୁରୋଧୀ ଆଣ୍ଟିବଡ଼ି ବିକଶିତ ହୋଇଯାଇଛି । ଏକ ରିପୋର୍ଟରୁ…

କରୋନାରେ ସଂକ୍ରମିତ ହେବାର ଏହି ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାଏ ଆଣ୍ଟିବଡ଼ି, ରିସର୍ଚ୍ଚରୁ ପ୍ରକାଶ

କରୋନା ସଂକ୍ରମିତ ହେବା ପରେ ଏହି ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାଏ ଆଣ୍ଟିବଡ଼ିକରୋନା ଭାଇରସରୁ ବଞ୍ଚିବା ପାଇଁ ପୁରା ଦେଶରେ ଲୋକଙ୍କୁ ଭ୍ୟାକସିନ ଦିଆଯାଉଛି । କରୋନା ଭାଇରସ ସହ ଲଢ଼ିବା ପାଇଁ ବ୍ୟକ୍ତିଙ୍କୁ ପ୍ରସ୍ତୁତ କରାଯାଉଛି । ଯାହାଦ୍ୱାରା ରୋଗ ପାଇଁ ଉପୁଜୁଥିବା ବିପଦ ଟଳିବ । ତେବେ ଆପଣ…

ଭାରତର ଟ୍ରିପଲ ମ୍ୟୁଟାଣ୍ଟ ବିଶ୍ୱ ପାଇଁ ଚିନ୍ତାର କାରଣ: WHO

ନୂଆଦିଲ୍ଲୀ (କେ ନ୍ୟୁଜ): ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଦୁନିଆ ପାଇଁ ଚିନ୍ତାର କାରଣ । ଭାରତରେ ବ୍ୟାପୁଥିବା ଟ୍ରିପଲ ମ୍ୟୁଟାଣ୍ଟ ଭୂତାଣୁ ଅଧିକ ସଂକ୍ରାମକ ଓ ଅତି ଭୟଙ୍କର । B.1.617 ଭାରିଆଣ୍ଟ କ୍ଷୀପ୍ର ବେଗରେ ବ୍ୟାପୁଛି । ଏହି ଭୂତାଣୁକୁ ଭେରିଆଣ୍ଟ ଅଫ…

ଅତ୍ୟଧିକ ମାତ୍ରାରେ ଗିଲଓ ସେବନ ଆପଣଙ୍କ ଶରୀର ପାଇଁ ହୋଇପାରେ କ୍ଷତିକାରକ

କରୋନାରୁ ରକ୍ଷା ପାଇଁ ସମସ୍ତେ ନିଜ ଇମ୍ୟୁନିଟି ପାୱାରକୁ ମଜବୁତ କରିବାରେ ବ୍ୟସ୍ତ ହୋଇପଡିଛନ୍ତି । ବିଶେଷ କରି ଆୟୁର୍ବେଦିକ ଔଷଧ ଖାଇବା ପାଇଁ ସମସ୍ତେ ଚାହୁଁଛନ୍ତି । ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି । କଢ଼ା ସହ ଅନ୍ୟାନ୍ୟ ଉପାୟକୁ ଆପଣାଉଛନ୍ତି । ଏହି ସମୟେରେ ଗିଲୟ ବିଶେଷ କରି…

କରୋନାରେ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ମୃତ୍ୟୁ, ବଲିଉଡ୍‌ରେ ଧର୍ମେନ୍ଦ୍ର ଓ ବିନୋଦ ଖାନ୍ନା, ଓଲିଉଡ୍‌ରେ ଉତ୍ତମ…

ବଲିଉଡ, ଭୋଜପୁରୀ ଏବଂ ଦକ୍ଷିଣ ଭାରତୀୟ ସିନେମାରେ ନିଜ ଅଭିନୟ ଯାଦୁ ଦେଖାଇ ସାରିଥିବା ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ବୁଧବାର ନିଧନ ହୋଇଯାଇଛି। ସେ ଗତ କିଛିଦିନ ଧରି କରୋନାରେ ଜୁଝି ହେଉଥିଲେ। ଏ ନେଇ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ (CINTAA)ର ସାଧାରଣ ସମ୍ପାଦକ ଅମିତ ବହଲ ସୂଚନା…

ପଶୁଙ୍କ ମଧ୍ୟରେ ବ୍ୟାପୁଛି କରୋନା ଭାଇରସ! ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହଙ୍କଠାରେ ଦେଖାଗଲା ଲକ୍ଷଣ

ସାରା ଦେଶ ଏବେ କରୋନା କବଳରେ। ଏହାରି ଭିତରେ ଖବର ଆସିଛି କି, କରୋନାର ଲକ୍ଷଣ ଜୀବଜନ୍ତୁଙ୍କ ଠାରେ ବି ଦେଖିବାକୁ ମିଳୁଛି। ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ୮ ଏସୀୟ ସିଂହଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଛି। କୁହାଯାଉଛି, ୨୯ ଏପ୍ରିଲରେ ସେଣ୍ଟର ଫର ସେଲ୍ୟୁଲର ଆଣ୍ଡ…

ଶରୀରର ଓଜନ ଅଧିକ ଥିଲେ ହୋଇପାରନ୍ତି କରୋନା ସଂକ୍ରମିତ, ରିପୋର୍ଟରୁ ପାଇଛି ପ୍ରକାଶ

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶରୀରରେ ଓଜନ ବଢ଼ିଲେ ଶରୀର ପାଇଁ କୋଭିଡ ମହାମାରୀର ବିପଦ ମଧ୍ୟ ବଢ଼ିଯାଏ । ଏହି ରିପୋର୍ଟ ଗତ ଗୁରୁବାର ଦ ଲାଂସେଣ୍ଟ ଡାୟବେଟିଜ ଆଣ୍ଡ ଆଣ୍ଡୋକ୍ରାୟେନୋଲୋଜି ଜର୍ନଲ ନାମକ ପତ୍ରିକାରେ ପ୍ରକାଶ ପାଇଛି । ବ୍ରିଟେନର ଅକ୍ସଫୋଡ ୟୁନିର୍ଭସିଟି ଶରୀରରେ ଥିବା ମାଂସପେଶୀ ସହ…

ମହାମାରୀରେ ନିଜକୁ ରଖନ୍ତୁ ସୁରକ୍ଷିିତ, ୮ ଘଣ୍ଟା ଶୟନ ସହିତ ଖାଆନ୍ତୁ ଏହି ପୃଷ୍ଟିକର ଖାଦ୍ୟ

କରୋନାରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ପ୍ରାୟ ଘରୋଥ ଉପାୟକୁ ଆପଣାଉଛନ୍ତି । ଉତ୍ତରପ୍ରଦେଶର ବରିଷ୍ଠ ଚିକିତ୍ସକ ଡା.ରମେଶ ଚନ୍ଦ୍ର ଶ୍ରୀବାସ୍ତବଙ୍କ ଅନୁସାରେ କରୋନା ଭାଇରସ ମୁକାବିଲା ପାଇଁ ଇମ୍ୟୁନିଟି ସିଷ୍ଟମ ମଜବୁତ ରହିବା ଆବଶ୍ୟକ । ଏଥିପାଇଁ ଦୈନିକ ବ୍ୟକ୍ତି ୮ ଘଣ୍ଟା ଶୋଇବା…

କରୋନା କାଳେ ଅନଲାଇନ ସପିଙ୍ଗ କରୁଥିଲେ ଏହି ସବୁ ଜିନିଷ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ

କରୋନା କାଳରେ ଲୋକମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବାହାରକୁ ଯିବା ପାଇଁ ପସନ୍ଦ କରୁନାହାନ୍ତି। କିନ୍ତୁ ପ୍ରାୟତଃ ସବୁ ଜିନିଷ ବାହାରେ ହିଁ ଉପଲବ୍ଧ ହୋଇଥାଏ । ତେଣୁ ଆମ ଦରକାରୀ ଜିନିଷକୁ ଆଣିବା ପାଇଁ ଆମେ ଅନଲାଇନ ଅର୍ଡର କରିଥାଉ। ଏହା କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା…

କରୋନାକୁ ମାତ୍‌ ଦେବ ଋଷ ଟିକା, ମେ’୧ ରେ ଭାରତରେ ପହଞ୍ଚିବ ସ୍ପୁଟ୍‌ନିକ୍‌-ଭି

କରୋନାକୁ ମାତ୍‌ ଦେବ ଋଷ ଟିକା । ମେ’ ୧ ତାରିଖରେ ଭାରତରେ ପହଞ୍ଚିବ ସ୍ପୁଟନିକ-ଭି ଡୋଜ୍‌। ଏ ନେଇ ଋଷିଆ ପ୍ରତ୍ୟକ୍ଷ ବିନିବେଶ ପାଣ୍ଠିର ମୁଖ୍ୟ କ୍ରିଲ ଡିମିଟ୍ରିଭ ସୂଚନା ଦେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ କେତେ ପରିମାଣର ସ୍ପୁଟନିକ-ଭି ଟିକା ଆସିବ ସେ ନେଇ ଏବେ ଯାଏଁ କୌଣସି ସୂଚନା…

ପିପିିଇ କିଟ ପିିନ୍ଧି ହସ୍ପିଟାଲ ପହଞ୍ଚିଲେ କନ୍ୟା, ଶେଷରେ ବର ପିନ୍ଧାଇଲେ ମଙ୍ଗଳସୂତ୍ର

କରୋନା ଭାଇରସର ସଂକ୍ରମଣ ବୃଦ୍ଧି ହେତୁ ଅନେକ ଲୋକଙ୍କ ଜୀବନ ଗଲାଣି । ବାକି ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ଅହରହ ଚେଷ୍ଟା ଚାଲିଛି । ଏହି ଅଦୃଶ୍ୟ ମହାମାରୀ ପାଇଁ ଅନେକ ନିଜ ଖୁସି ସମୟକୁ ମଧ୍ୟ ଠିକ ରୂପେ ସେଲିବ୍ରେଟ କରିପାରୁନାହାନ୍ତି । ସମୟ ସହ ନିଜକୁ କମ୍ପ୍ରମାଇଜ କରି ଏବେ ଦୁନିଆ…