Below header

ୟୁଜର୍ସଙ୍କ ଟ୍ରୋଲକୁ ନେଇ ମୁହଁ ଖୋଲିଲେ ସାନିଆ, କହିଲେ…

ଟେନିସ ଖେଳାଳୀ ସାନିଆ ମିର୍ଜା ଶୀଘ୍ର ମା’ ହେବାକୁ ଯାଉଛନ୍ତି ଯାହାକୁ ନେଇ ସେ ବହୁତ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କର କେବେ ବେବି ବଂପ ସହିତ କରିଥିଲେ ତ କେତେବେଳେ ସାଙ୍ଗ ମାନଙ୍କ ସହିତ ମୌଜ ମସ୍ତି କରିବା ସମୟର ଫଟୋ ଭାଇରାଲ ହୋଇଥାଏ। ଏବେ ସାନିଆଙ୍କର ଗୋଟେ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି।

ସୋସିଆଲ ମିଡିଆରେ ବେବି ଶାୱରଙ୍କ ଫଟୋ ସାମ୍ନାକୁ ଆସିବା କ୍ଷଣି ହିଁ ଏହା ଥରେ ପୁଣି ଟୋଲର ଲକ୍ଷରେ ଆସିଯାଇଛି। ସେ ଏହି ଫଟୋରେ ଗର୍ଭାବସ୍ଥା କାରଣରୁ ଶରୀରରେ ଆସିଥିବା ପରିବର୍ତ୍ତନ କାରଣରୁ ବହୁତ ମୋଟି ଲାଗୁଥିଲେ।

sania2

ସାନିଆଙ୍କର ଏହି ଫଟୋକୁ ଅନେକ ଲୋକ ତାଙ୍କର ପ୍ରଶଂସା କରିଛନ୍ତି ତ ଆଉ କେତେକ ତାଙ୍କର ଶରୀରର ପରିବର୍ତ୍ତନକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଛି। ଏକ ୟୁଜର ତାଙ୍କୁ କମେଣ୍ଟ କରିକି ଲେଖିଛନ୍ତି ’ହାତି ଲାଗୁଛ’।

ଏହା ସହ ପଢ଼ନ୍ତୁ : ଅନୁଷ୍କା – ଆୟସାଙ୍କ ଝଗଡାରେ ବଳି ପଡିଲେ ଧୱନ ! ଟିମରୁ ବାହାର କଲେ କୋହଲି

ସାନିଆ ପିନ୍ଧିଥିବା ଡ୍ରେସକୁ ସୋସିଆଲ ମିଡିଆରେ ଲୋକମାନେ ବାଜ୍ୟ ବୋଲି କହିଛନ୍ତି। ଅନ୍ୟ ଜଣେ ୟୁଜର କହିଳେ ଯେ ପାକିସ୍ଥାନରେ ବିବାହ କରି ଆପଣଙ୍କ ଡ୍ରେସିଙ୍ଗ ସେନ୍ସ ପୁରା ଖରାପ ହୋଇଗଲାଣି। ଏହାକୁ ନେଇ ସାନିଆ ମିର୍ଜା ମଧ୍ୟ ପ୍ରତିକ୍ରୀୟା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.