ଆଇସିସି ର‍୍ୟାଙ୍କିଙ୍ଗରେ ଉନ୍ନତି: ୧୧ ତମ ସ୍ଥାନରେ ମୟଙ୍କ, ସପ୍ତମ ସ୍ଥାନରେ ମହମ୍ମଦ ସାମୀ

ନୂଆଦିଲ୍ଲୀ : ମହମ୍ମଦ ସାମୀ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଆଇସିସି ର‍୍ୟାଙ୍କିଙ୍ଗରେ ଉନ୍ନତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ ପରେ ଉନ୍ନତି । ମୟଙ୍କ ଅଗ୍ରଓ୍ଵାଲ ଆଇସିସି ର‍୍ୟାଙ୍କିଙ୍ଗରେ କ୍ୟାରିଅରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ଆଇସିସି ର‍୍ୟାଙ୍କିଙ୍ଗର ୧୧ ତମ ସ୍ଥାନ ହାସଲ କରିଛନ୍ତି ମୟଙ୍କ ଅଗ୍ରଓ୍ଵାଲ । କ୍ୟାରିୟରରେ ୮ଟି ଟେଷ୍ଟରେ ୮୫୮ ରନ୍ କରିଥିବା ମୟଙ୍କ ୬୯୧ ରେଟିଂ ପାଇଛନ୍ତି । ସେହିପରି ୭ଟି ଓ୍ଵିକେଟ୍ ନେଇଥିବା ସାମୀ ୮ଟି ସ୍ଥାନକୁ ଉନ୍ନିତ ହୋଇ ସପ୍ତମ ସ୍ଥାନରେ ରହିଛନ୍ତି । ସାମୀଙ୍କ ନାଁରେ ୭୯୦ ରେଟିଙ୍ଗ ଅଙ୍କ ରହିଛି । ଭାରତୀୟ ବୋଲର ମଧ୍ୟରେ ତୃତୀୟ ତୃତୀୟ ଶ୍ରେଷ୍ଠ ରେଙ୍କିଂ ପାଇଛନ୍ତି ସାମି ।

ଏହାସହ ପଢନ୍ତୁ:

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ୍ ନେଇ ପ୍ରସ୍ତୁତି ବୈଠକ, ୫ତାରିଖରୁ ଅନଲାଇନ ଓ ୯ତାରିଖରୁ…

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.