କାର୍ ଉପରେ ଚଢି ସ୍ପାଇଡର ମ୍ୟାନ୍ ପୋଜ୍ ଦେଲେ ଶୁବମନ ଗିଲ୍, ଇନଷ୍ଟାଗ୍ରାମରେ ଭିଡିଓ ଭାଇରଲ
ସହରକୁ ଆସିଲା ନୂଆ ସ୍ପାଇଡର । କାର୍ ଉପରେ ଚଢି ସ୍ପାଇଡର ମ୍ୟାନ୍ ପୋଜ୍ ଦେଲେ ଶୁବମନ ଗିଲ୍ । ଭିଡିଓ ଭାଇରଲ ।
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ ଶୁବମନ ଗିଲଙ୍କ ଭିଡିଓ ଭାଇରଲ ହୋଇଛି । ଯେଉଁଥିରେ ଶୁବମନ ମଝି ରାସ୍ତାରେ କାର ଉପରେ ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ଶୁବମନଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସ ସ୍ପାଇଡର ମ୍ୟାନ ବୋଲି କହୁଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, ଚାଲୁଚାଲୁ ଶୁବମନ ଗିଲ ହଠାତ୍ କାର ଉପରେ ଚଢିଯାଇ ସ୍ପାଇଡର ମ୍ୟାନ ଭଳି ପୋଜ ଦେଉଛନ୍ତି । ଶୁବମନକୁ ଦେଖି ଫ୍ୟାନ୍ସ ଫଟୋ ଏବଂ ଭିଡିଓ କ୍ଲିକ୍ କରୁଛନ୍ତି ।
ସୂଚନାଯୋଗ୍ୟ, ସ୍ପାଇଡର ମ୍ୟାନର ଆନିମେଟେଡ ସିକ୍ୱେଲକୁ ଲଞ୍ଚ କରିଛନ୍ତି ଶୁବମନ ଗିଲ୍ । ଶୁବମନଙ୍କ ଭଏସ ହିନ୍ଦୀ ଏବଂ ପଞ୍ଜାବ ଭାଷାରେ ଟ୍ରେଲର ଲଞ୍ଚ ହୋଇଛି । ଯେଉଁଥିରେ ଶୁବମନ ଡାଇଲଗ ମଧ୍ୟ କହୁଛନ୍ତି ।
View this post on Instagram
ଏହି ଭିଡିଓରେ ଶୁବମନ ଗ୍ରୀନ ରଙ୍ଗର ପ୍ରିଣ୍ଟେଡ ସାର୍ଟ ପିନ୍ଧି ମଝି ରାସ୍ତାରେ କାର ଉପରେ ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ଶୁବମନଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସ ସ୍ପାଇଡର ମ୍ୟାନ ବୋଲି କହୁଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, ଚାଲୁଚାଲୁ ଶୁବମନ ଗିଲ ହଠାତ୍ କାର ଉପରେ ଚଢିଯାଇ ସ୍ପାଇଡର ମ୍ୟାନ ଭଳି ପୋଜ ଦେଉଛନ୍ତି ।