Below header

ବିଶ୍ୱକପ୍‌ : ଆୟୋଜକ ଇଂଲଣ୍ଡକୁ ମାତ୍‌ ଦେଲା ଶ୍ରୀଲଙ୍କା

ଲିଡ୍‌ସ (ଇଂଲଣ୍ଡ): ଚଳିତ ବିଶ୍ୱକପ୍‌ର ଆଜି ଖେଳା ଯାଇଥିବା ୨୭ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଆୟୋଜକ ଇଂଲଣ୍ଡକୁ ୨୦ ରନ୍‌ରେ ମାତ୍‌ ଦେଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୩୨ ରନ୍‌ କରିଥିଲା । ଜବାବରେ ଇଂଲଣ୍ଡ ୨୧୨ ରନ୍‌ କରି ପରାସ୍ତ ହୋଇଛି । ୬ଟି ମ୍ୟାଚ୍‌ରେ ଶ୍ରୀଲଙ୍କାର ଏହା ହେଉଛି ଦ୍ୱିତୀୟ ବିଜୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.