Below header

ଆଇସିସି କ୍ରିକେଟ ବିଶ୍ବ କପ୍ ୨୦୧୯ : ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ-ସାଉଥ୍ ଆଫ୍ରିକା ଭିତରେ ମୁକାବିଲା

ଲଗାତାର ବର୍ଷା ପରେ ଶୁକ୍ରବାର ବିଶ୍ବକପ୍‌ରେ ଖେଳ ସମ୍ଭବ ହୋଇଥିଲା। ଆୟୋଜଜ ଇଂଲଣ୍ଡ ଅତି ସହଜରେ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ହରାଇ ପଏଣ୍ଟ୍‌ ଟେବୁଲ୍‌ର ଦ୍ବିତୀୟରେ ରହିବାର ସୁଯୋଗ ପାଇଥିଲା। ତେବେ ଆଜି ଶ୍ରୀଲଙ୍କା ସହିତ ଅଷ୍ଟ୍ରେଲିଆ ଏବଂ ଅନ୍ୟପଟେ ସାଉଥ୍ ଆଫ୍ରିକା ସହିତ ଆଫଗାନିସ୍ତାନର ମୁକାବିଲା ହେବ । ଦର୍ଶକେ ଆଜି ଦୁଇଟି ହାଇଭୋଲଟେଜ୍ ମ୍ୟାଚକୁ ଉପଭୋଗ କରିପାରିବେ । ପ୍ରଥମ ମ୍ୟାଚଟି ଅପରାହ୍ନ ୩ଟା ବେଳେ ଆରମ୍ଭ ହେବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚଟି ସଂନ୍ଧ୍ୟା ୬ଟା ବେଳେ ଆରମ୍ଭ ହେବ । ବିଶ୍ବ କପର ଏହା ୨୦ ଓ ୨୧ତମ ମ୍ୟାଚ୍ ଭାବେ ଗଣତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.