ଟ୍ୱିଟରରେ ଚାଲିଛି ବିରାଟ କୋହଲିଙ୍କ ପ୍ରଶଂସା ଜାଣନ୍ତୁ କାରଣ

ନିକଟରେ ବିରାଟ କୋହଲି ଇନ୍ଦୋର ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୩୦ ରନରେ ହରାଇବା ପରେ ଦୁଇଟି ମ୍ୟାଚକୁ ଶୃଙ୍ଖଳାର ସହ ଜିତିବା ପାଇଁ ତତ୍ପର ରହିଛନ୍ତି । ତେବେ ଏପରି ହେବା ପୂର୍ବରୁ ବିରାଟ କୋହଲି ଅନ୍ୟ ଏକ କାରଣ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି।
Fan moment for 24 yrs old, Pooja Sharma. I don’t know her myself but the Authorities at Holkar stadium, Indore were kind enough and allowed her to meet Virat ❤ @ViratGang @ViratFanTeam@ViratKohliFC @viratliciousFC#INDvBAN pic.twitter.com/80T0O0vDRZ
— Akanksha Patodi (@akanksha_patodi) November 16, 2019
ସୂଚନା ଅନୁଯାୟୀ ଇନ୍ଦୋରରେ ଦିନିକିଆ ମ୍ୟାଚ ପରେ ଭାରତୀୟ କ୍ରିକେଟ ଟିମର କିଛି ଦିବ୍ୟାଙ୍ଗ ଫ୍ୟାନ ମାନେ ଟିମର ସଦସ୍ୟ ମାନଙ୍କୁ ଭେଟିବା ପାଇଁ ହୋଲକର ଷ୍ଟାଡିୟମରେ ଅପେକ୍ଷା କରିଥିଲେ । ସେହି ସମୟରେ ବିରାଟ ଅତି ଆଶ୍ଚର୍ଯ୍ୟଜନକ ଭାବେ ନିଜେ ସେମାନଙ୍କୁ ସାକ୍ଷାତ କରିବାକୁ ଆସିବା ସହିତ ତାଙ୍କୁ ଅଟୋଗ୍ରାଫ ମଧ୍ୟ ଦେଇଥିଲେ ଓ ତାଙ୍କ ସହିତ କିଛି ଫଟୋ ମଧ୍ୟ ଉଠାଇଥିଲେ ।
Fan moment for 24 yrs old, Pooja Sharma. I don’t know her myself but the Authorities at Holkar stadium, Indore were kind enough and allowed her to meet Virat ❤ @ViratGang @ViratFanTeam@ViratKohliFC @viratliciousFC#INDvBAN pic.twitter.com/80T0O0vDRZ
— Akanksha Patodi (@akanksha_patodi) November 16, 2019
ଏହାସହ ପଢନ୍ତୁ ପଡ଼ିଆ ଭିତରକୁ ପଶିଆସିଥିବା ନିଜ ଦିଓ୍ଵାନା ଫ୍ୟାନ୍ଙ୍କ ପାଇଁ ଢାଲ ବନିଲେ ବିରାଟ କୋହଲି, ସୁରକ୍ଷାକର୍ମୀଙ୍କଠାରୁ…
ବିରାଟଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକମାନଙ୍କୁ ସାହାଯ୍ୟ ନକରିପାରିଲେ ବି ତାଙ୍କ ମୁଁହରେ ହସ ଫୁଟାଇବାକୁ ବିରାଟଙ୍କର ଏହି ଭିଡିଓ ବାର୍ତ୍ତା ଦେଉଛି । ବର୍ତ୍ତମାନ ଲୋକମାନେ କହୁଛନ୍ତି ‘ଜଣେ ବିଜେତା ମୈଦାନରେ ଏବଂ ବାହାରେ’ ।