Below header

ବିରାଟ ପ୍ଲେୟାର ଅଫ୍‌ ଦି ଇୟର

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨୦୧୭-୧୮ ବର୍ଷ ପାଇଁ ପ୍ଲେୟାର ଅଫ୍‌ ଦି ଇୟର ଭାବେ ପୁରସ୍କୃତ ହୋଇଛନ୍ତି । ଇଂଲଣ୍ଡର ଜଣାଶୁଣା ଫ୍ୟାନ୍‌ କ୍ଲବ୍‌ ‘ବ୍ରାମୀ ଆର୍ମି’ ବୁଧବାର ଦିନ ତାଙ୍କୁ ପୁରସ୍କୃତ କରିଛି । ୨୦୧୭ରେ ବିରାଟ ୧୬ଟି ଟେଷ୍ଟ ଇନିଂସ୍‌ ଖେଳି ୭୫.୬୪ ହାରରେ ୧୦୫୯ ରନ୍‌ ସ୍କୋର କରିଥିଲେ । ଦିନିକିଆ ଆନ୍ତର୍ଜାତିକରେ ୨୬ ମ୍ୟାଚ୍‌ ଖେଳି ୭୬.୮୪ ହାରରେ ସ୍କୋର କରିଥିଲେ ୧୪୬୦ ରନ୍‌ । ସେହିପରି ଟି-ଟେ୍ଵଣ୍ଟିରେ ୫୨ ମ୍ୟାଚ୍‌ରୁ ୬୮.୭୩ ହାରରେ ୨୮୧୮ ରନ୍‌ ସ୍କୋର କରିଥିଲେ । ୨୦୧୭ରେ କୋହଲିଙ୍କ ବ୍ୟାଟ୍‌ରୁ ସ୍କୋର ହୋଇଛି ମୋଟ୍‌ ୨୮୧୮ ରନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.