Below header

୧ହଜାର ଲିଟର ଦେଶୀ ମଦ କାର ଜବତ କଲା ସମ୍ବଲପୁର ଅବକାରୀ ବିଭାଗ

ସମ୍ବଲପୁର ଅବକାରୀ ବିଭାଗ ଏନଫୋର୍ଶମେଣ୍ଟ ସ୍କ୍ଵାର୍ଡ ଓ ପାନପୋଷ ଅବକାରୀ ବିଭାଗର ମୋବାଇଲ ସ୍କ୍ଵାର୍ଡଙ୍କ ମିଳିତ ଚଢାଉ। ସୂଚନା ଅନୁଯାୟୀ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଖଟାଲ ନିକଟରେ ୧ହଜାର ଲିଟର ଦେଶୀ ମଦ ଭର୍ତ୍ତି କାରକୁ ଜବତ କରିଛି । ଏହା ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ସମ୍ପୃକ୍ତ ଗାଡି ଚାଳକ ସମେତ ୨ଜଣ ଅଭିଯୁକ୍ତ ଫେରାର ହୋଇଥିବା ସୂଚନା ମିଳଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.