Below header

ଭୁବନେଶ୍ୱରର ୧୧ ଆହାର କେନ୍ଦ୍ରକୁ ISO ସାର୍ଟିଫିକେଟ, ଉନ୍ନତମାନର ଖାଦ୍ୟ ଓ ସ୍ୱଚ୍ଛତା ପାଇଁ ମିଲିଛି ପ୍ରମାଣପତ୍ର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଥିବା ୧୧ଟି ଆହାର କେନ୍ଦ୍ରକୁ ମିଳିଲା ISO ସାର୍ଟିଫିକେଟ୍‌ । ଉନ୍ନତ ମାନର ଖାଦ୍ୟ ଓ ସ୍ୱଚ୍ଛତା ପାଇଁ ଏହି ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି । ପୂର୍ବରୁ ବାଙ୍କୀରେ ଥିବା ଆହର କେନ୍ଦ୍ରକୁ ISO ସାର୍ଟିଫିକେଟ୍‌ ମିଳିଥିଲା । ISO ସାର୍ଟିଫିକେଟ୍‌ ମିଳିବା ପରେ ବିଏମ୍‌ସି ନୋଡାଲ ଅଫିସର କହିଛନ୍ତି, ଆଗକୁ ମଧ୍ୟ ସବୁ ଆହର କେନ୍ଦ୍ରରେ ଉନ୍ନତ ମାନର ଖାଦ୍ୟ ପ୍ରଦାନ ଜାରି ରହିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.