ଲଗାତର ତିନି ଦିନ ଧରି ୧୦୦ ପାର୍‌ କରୁଛି କରୋନା, ଆଜି ରାଜ୍ୟରେ ୧୧୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ ଲାଗାତାର ୩ୟ ଦିନରେ ୧୦୦ ଉପରେ କରୋନା ଆକ୍ରାନ୍ତ। ଆଉ ୧୧୩ ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୬୭, ଲୋକାଲ କେସ୍‌ ରହିଛି ୪୬। ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ୧୭, ଖୋର୍ଦ୍ଧାରୁ ୧୪ ଓ ମୟୂରଭଞ୍ଜରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୭୬ରେ ପହଞ୍ଚିଛି। ୩ଲକ୍ଷ ୩୬ହଜାର ୨୦୬ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍‌ କେସ୍‌ ରହିଛି ୮୯୮।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.