Below header

ଯାଜପୁର: ସ୍କୁଲ ପରିସରରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଯାଜପୁର ବଡଚଣା ଥାନା ଅନ୍ତର୍ଗତ ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ।

ଯାଜପୁର (କେନ୍ୟୁଜ): ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଯାଜପୁର ବଡଚଣା ଥାନା ଅନ୍ତର୍ଗତ ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ସାପକୁ ଉଦ୍ଧାର କଲା ଚଣ୍ଡିଖୋଲ ବନ ବିଭାଗ। ଅଜଗର ସାପ ସ୍କୁଲ ପରିସରରେ ବୁଲୁଥିବା ଦେଖି ସ୍କୁଲ କର୍ମଚାରୀ ଚଣ୍ଡିଖୋଲ ବନ ବିଭାଗକୁ ସୂଚନା ଦେଇଥିଲେ। ଚଣ୍ଡିଖୋଲ ବନବିଭାଗ ଅଧିକାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ବାରୁଣାବନ୍ତ ଜଙ୍ଗଲରେ ଛାଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.