Below header

୧୨ ଘଣ୍ଟିଆ ବିଜେପୁର ବନ୍ଦ, ପଦ୍ମପୁର ଜିଲ୍ଲା ଗଠନ ଦାବିରେ ବନ୍ଦ ପାଳନ

ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳ ନାଗରିକ କମିଟି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି।

୧୨ ଘଣ୍ଟିଆ ବିଜେପୁର ବନ୍ଦ । ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳ ନାଗରିକ କମିଟି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି ।

ପ୍ରଭାବରେ ବିଜେପୁରରେ ସମସ୍ତ ଦୋକାନ ବଜାର ବନ୍ଦ । ଏହାସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିଛି । ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି କର୍ମୀ । ଫଳରେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.