ଆଜି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ, ଚାଷୀଙ୍କ ଟୋକନ ସମସ୍ୟା ଓ କଟନୀ ଛଟନୀର ପ୍ରତିବାଦ
ପଦ୍ମପୁର: ଆଜି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ । ଚାଷୀଙ୍କ ଟୋକନ ସମସ୍ୟା ଓ କଟନୀ ଛଟନୀର ପ୍ରତିବାଦ । ପ୍ରତି ମଣ୍ଡିରେ ୩ରୁ ୪ କେଜି ଧାନ କଟନୀ ଛଟନୀ ହେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ । ଫଳରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ…