Browsing Tag

padmapur

ଆଜି ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼ (କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ସରଗରମ ହେଉଛି ରାଜନୀତି । ଆସନ୍ତା ୫ ତାରିଖରେ ଉପ ନିର୍ବାଚନ । ଆଜି ବିଜେଡି ସୁପ୍ପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ରେ ନିର୍ଵାଚନୀ ପ୍ରଚାର ପାରିବେ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆଜି…

ପଦ୍ମପୁରରେ ଆଜି ବି ରେଡ୍‌ ଚଳାଇଛି ଆୟକର ବିଭାଗ, ଚଢ଼ାଉକୁ ନେଇ ବିଜେଡି-ବିଜେପି ଛକାପଞ୍ଝା

ପଦ୍ମପୁର(କେନ୍ୟୁଜ୍): ଉପନିର୍ବାଚନକୁ ନେଇ ପଦ୍ମପୁର ପଡୁଛି ଉଠୁଛି । ମତଦାନ ତାରିଖ ପାଖେଇବା ସହ ରାଜନୀତି ତାତି ବଢ଼ିବାରେ ଲାଗିଛି । ବିଜେଡି ଓ ବିଜେପି ଭିତରେ ରାଜନୈତିକ ତିକ୍ତତା ବଢୁଥିବା ବେଳେ ପଦ୍ମପୁରରେ ଆୟକର ଓ ଜିଏସଟି ବିଭାଗର ଚଢ଼ାଉ ରାଜନୈତିକ ବାତାରଣରକୁ ଅଧିକ ଉଷ୍ଣ କରିଛି ।…

ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ, ଡାକରା ଦେଇଛି ବଣିକ ସଂଘ

ବରଗଡ଼ (କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସୋମବାର ଆୟକର ବିଭାଗ ଓ ଜିଏସ୍‌ଟିର ଚଢ଼ଉକୁ ବିରୋଧ କରି ବଣିକ ସଂଘ ଆସନ୍ତା କାଲି ବନ୍ଦ ଡାକରା ଦେଇଛି। ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ପଦ୍ମପୁର…

ଜମୁଛି ପଦ୍ମପୁର ପ୍ରଚାର ମୈଦାନ: ବିକାଶ ଧାରାକୁ ଆଗକୁ ନେବା ପାଇଁ ଆଶୀର୍ବାଦ ମାଗୁଛନ୍ତି ସବୁ ଦଳର ପ୍ରାର୍ଥୀ

ପଦ୍ମପୁର(କେନ୍ୟୁଜ): ଜମୁଛି ପଦ୍ମପୁର ପ୍ରଚାର ମୈଦାନ। ମତଦାନ ସମୟ ଯେତିକି ପାଖଉଛି, ସେତିକି ବଢୁଛି ରାଜନୈତିକ ଉଷ୍ଣତା। ମତଦାନକୁ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ସବୁ ଦଳର ପ୍ରାର୍ଥୀ ଓ ନେତା। ପାଇକମାଳରେ ବିଜେଡି…

ପଦ୍ମପୁରରେ ବଢୁଛି ପ୍ରଚାର ତାତି, ଦିନ ରାତି ଏକ କରି ହାଇଭୋଲଟେଜ୍‌ କ୍ୟାମ୍ପେନ ଚଳାଇଛନ୍ତି ୩ ଦଳର ପ୍ରାର୍ଥୀ

ପଦ୍ମପୁର(କେନ୍ୟୁଜ): ପାଖଉଛି ତାରିଖ, ବଢୁଛି ନିର୍ବାଚନୀ ଉଷ୍ଣତା। ପଦ୍ମପୁରରେ ବଢୁଛି ପ୍ରଚାର ତାତି। ଦିନ ରାତି ଏକ କରି ହାଇଭୋଲଟେଜ୍‌ କ୍ୟାମ୍ପେନ ଚଳାଇଛନ୍ତି ୩ ଦଳର ପ୍ରାର୍ଥୀ। ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ବିଭିନ୍ନ ପଞ୍ଚାୟତରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଜୋରଦାର…

ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକ ତାଲିକା, ନଜର ପକାନ୍ତୁ କିଏ କିଏ ମଇଦାନକୁ ଓହ୍ଲାଇବେ

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତାରକା ତାଲିକା ପ୍ରକାଶ ପାଇଛି। ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଅଖିଳ ଭାରତ କଂଗ୍ରେସ କମିଟିଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି। ଏହି…

ରାଜ୍ୟରେ ୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର, ସରକାରଙ୍କଠାରୁ ମିଳିଲା ଗ୍ରୀନ ସିଗନାଲ

କେନ୍ୟୁଜ(ବ୍ୟୁରୋ):ରାଜ୍ୟରେ ୩୧ ନମ୍ବର ଜିଲ୍ଲା ହେବ ପଦ୍ମପୁର । ଏନେଇ ଗ୍ରୀନ ସିଗନାଲ ମିଳିଛି । କିନ୍ତୁ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗି ଥିବାରୁ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ । ଆଜି ନବୀନଙ୍କ ସହ ପଦ୍ମପୁର କ୍ରିୟାନୁଷ୍ଠାନ କମିଟିର ଆଲୋଚନା କରିଥିଲା । ଡିସେମ୍ବର…

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ

ବରଗଡ଼ (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପଦ୍ମପୁର କ୍ରିୟାନୁଷ୍ଠାନ କମିଟି। ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ କମିଟି ଦାବି…

ପଦ୍ମପୁର ପାଇଁ ଆରମ୍ଭ ହେଲା କସରତ, କିଏ କାହାକୁ ପ୍ରାର୍ଥୀ କରିବ ଚାଲିଛି ଅଙ୍କକଷା

ଭୁବନେଶ୍ବର(କେନ୍ୟୁଜ୍): ପଦ୍ମପୁରରେ କିଏ ହେବେ ପ୍ରାର୍ଥୀ ? ୩ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ କସରତ ଆରମ୍ଭ କରିଛନ୍ତି । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି ଆସନ । ତାଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୧୯…

ପଦ୍ମପୁର ଉପ ନିର୍ବାଚନ ପାଇଁ ବାଜିଲା ବିଗୁଲ, ବଢିଲା ରାଜନୌତିକ ଉଷ୍ମତା

ଭୁବନେଶ୍ବର(କେନ୍ୟୁଜ୍):ତାରିଖ ଘୋଷଣା ସହ ପଦ୍ମପୁରରେ ବଢିଛି ନିର୍ବାଚନୀ ଉଷ୍ଣତା । କିଏ ହେବେ ପ୍ରାର୍ଥୀ ? ବିଜେଡି ପଦ୍ମପୁର ଉପନିର୍ବାଚନ ରଣାଙ୍ଗନକୁ ଜଣେ ମହିଳାଙ୍କୁ ଓହ୍ଲାଇବ କି ? ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସ୍ଥାନ ନେବ କିଏ ? ପ୍ରାର୍ଥୀ କିଏ ହେବେ ସଠିକ୍‌ ସମୟରେ…

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର(କେନ୍ୟୁଜ୍): ଘୋଷଣା ହେଲା ପଦ୍ମପୁର ଉପନିର୍ବାଚନ ତାରିଖ । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ନିଆଯିବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଆସନ ଖାଲି ପଡ଼ିଛି । ଏଥିପାଇଁ…

ପଦ୍ମପୁର ଆସନ ଖାଲି ନେଇ ବିଜ୍ଞପ୍ତି: ନିର୍ବାଚନ କମିସନଙ୍କୁ କରାଗଲା ଅବଗତ

ଭୁବନେଶ୍ବର(କେନ୍ୟୁଜ୍): ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି ପ୍ରକାଶ। ଆସନ ଖାଲି ନେଇ ଭାରତୀୟ ନିର୍ବାଚନ କମିସନ, ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଧାନସଭା ବାଚସ୍ପତି। ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଆସନ ଖାଲି ପଡ଼ିଥିବା ନେଇ…