ଟିଭି ଫାଟି ଗୋଟିଏ ପରିବାରର ୩ ବର୍ଷର ଶିଶୁ ସମେତ ସ୍ବାମୀ, ସ୍ତ୍ରୀ ଗୁରୁତର
ପଦ୍ମପୁର(କେନ୍ଯୁଜ୍): ଆପଣମାନେ ମୋବାଇଲ୍ ଫାଟିବା, ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହେବା ଘଟଣା ଶୁଣିଛନ୍ତି କିମ୍ବା ଦେଖିଛନ୍ତି । ହେଲେ ଆଜି ଘଟିଛି ଟିଭି ବିସ୍ଫୋରଣ ଘଟଣା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଅନ୍ତର୍ଲା ଗ୍ରାମରେ ଟିଭି ଫାଟି ଯିବାରୁ ଗୋଟିଏ ପରିବାରର ତିନି ଜଣ…