ଝାରସୁଗୁଡ଼ା ପୁରୁଣା ଡାକ୍ତରଖାନାକୁ ପୁଣି କାର୍ଯ୍ୟକ୍ଷମ ଦାବି, ଭୀମଭୋଇ ଘାସି ସମାଜ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
![jharsuguda](https://knewsodisha.com/wp-content/uploads/2019/08/jharsuguda.jpg)
ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ପୁରୁଣା ଡାକ୍ତରଖାନାକୁ ପୁଣି କାର୍ଯ୍ୟକ୍ଷମ ଦାବି । ଏନେଇ ଆଜି ଭୀମଭୋଇ ଘାସି ସମାଜ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ପାଳନ କରାଯାଉଛି । ସହରର ସମସ୍ତ ସରକାରୀ, ବେସରକାରୀ କାର୍ୟ୍ୟାଳୟ, ସ୍କୁଲ, କଲେଜ ବନ୍ଦ ରଖାଯାଇଛି । ଗତ ୨୭ ତାରିଖରେ ଚିକଚିତ୍ସା ଅବହେଳାରୁ ୯ ମାସର ଶିଶୁର ମୃତ୍ୟୁ ପରେ ଘାସି ସମାସ ପକ୍ଷରୁ ଏହି ହସ୍ପିଟାଲକୁ କାର୍ୟ୍ୟକ୍ଷମ କରିବା ପାଇଁ ଆନ୍ଦୋଳନ କରୁଛି ।