ମେଣ୍ଢାଙ୍କ ରକ୍ତ ପିଇଲା କିଏ ?

ଜୟପୁର : ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ । ଜୟପୁର ଉପଖଣ୍ଡ ବୋରିଗୁମାର ଭୂମିଆଗୁଡା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୪ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ବାସିନ୍ଦା ନୀଳକଣ୍ଠ ଯାନି ଘଟଣା ନେଇ ଅଭିଯୋଗ କରିଛନ୍ତି । ଖବର ପାଇ କାଠରଗଡା ଫରେଷ୍ଟର ଗଗନ କୁମାର ଓ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.