ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୪ଟି ମେଣ୍ଢାକୁ ଗଳାକାଟି ହତ୍ଯା, ଥାନାରେ ମାମଲା

ଆଠଗଡ (କେନ୍ଯୁଜ):  କଟକ ଜିଲ୍ଲା ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ଘୋଳପୁର ଗ୍ରାମରେ ମେଣ୍ଢା ମୃତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମେଣ୍ଢାକୁ ଗଳାକାଟି ମାରି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ । ଘୋଳପୁର ଗ୍ରାମର ଜଳନ୍ଧର ବେହେରା ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ କେହି ଦୃବୁତ୍ତ ଆସି ଧାରୁଆ ଅସ୍ତ୍ର ରେ ମେଣ୍ଢାକୁ ଆକ୍ରମଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

୧୪ଟି ମେଣ୍ଢା ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ମେଣ୍ଢା ଗୁରୁତର ଆହତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.