ଫୁଲବାଣୀରେ ଖୁବଶୀଘ୍ର ଆରମ୍ଭ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ, କିମ୍ସ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

କନ୍ଧମାଳ: ଫୁଲବାଣୀରେ ଖୁବଶୀଘ୍ର ଆରମ୍ଭ ହେବ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ । କିମ୍ସ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି ।

କନ୍ଧମାଳ ଜିଲ୍ଲାପାଳ ଏବଂ କିମ୍ସ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଅମ୍ବିକା ପ୍ରସାଦ ମହାନ୍ତିଙ୍କ ମଧ୍ୟରେ MOU ସ୍ୱାକ୍ଷରିତ ହୋଇଛି । ଏହି କୋଭିଡ୍‌ ମେଡିକାଲରେ ୧୨୦ଟି ବେଡ୍‌, ୨୦ଟି ଆଇସିୟୁ ଏବଂ ୧୦ଟି ଭେଣ୍ଟିଲେଟର ରହିବ । ଏହାର ସମସ୍ତ ପରିଚାଳନା ଦାୟିତ୍ୱ ଓଏମ୍‌ସିର ସହଯୋଗରେ KIMS କରିବ । ଆସନ୍ତା ୨୧ ତାରିଖରୁ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.