ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାକିରି ଦେବି କହି ଠକି ନେଲେ ଲକ୍ଷାଧିକ ଟଙ୍କା, ଦୁଇଜଣଙ୍କୁ ଗିରଫ କଲା ପୋଲିସ

ଲାଇବ୍ରେରୀ ଆଟେଣ୍ଡାଣ୍ଟ ପୋଷ୍ଟ ପାଇଁ ଚାକିରି ଦେବାକୁ କହି ନେଇଥିଲେ ଟଙ୍କା । ଅଭିଯୁକ୍ତଙ୍କ ଠାରୁ ନକଲି ନିଯୁକ୍ତି ପତ୍ର ଜବତ ହୋଇଛି । ପୂର୍ବରୁ ଅନେକ ଲୋକଙ୍କୁ ଠକିଥିବା ନେଇ ସନ୍ଦେହ କରିଛି ପୋଲିସ ।  

ଭୁବନେଶ୍ବର(କେନ୍ୟୁଜ୍):ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। ଦୁଇଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଲାଇବ୍ରେରୀ ଆଟେଣ୍ଡାଣ୍ଟ ପୋଷ୍ଟ ପାଇଁ ଚାକିରି ଦେବାକୁ କହି ନେଇଥିଲେ ଟଙ୍କା । ଅଭିଯୁକ୍ତଙ୍କ ଠାରୁ ନକଲି ନିଯୁକ୍ତି ପତ୍ର ଜବତ ହୋଇଛି । ପୂର୍ବରୁ ଅନେକ ଲୋକଙ୍କୁ ଠକିଥିବା ନେଇ ସନ୍ଦେହ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.