ବାଣ ବିସ୍ଫୋରଣରେ ଦୁଇ ମୃତ, ଦୁଇ ଗୁରୁତର

ଜଗତସିଂହପୁର ଜିଲ୍ଲା ବାଲିକୁଦା ଇଛାପୁରର ମାଧୁରୀ ବଜାର ଠାରେ ବାଣ ବିସ୍ପୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯଇଛି । ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।

ଜଗତସିଂହପୁର (କେନ୍ୟୁଜ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ଇଛାପୁରର ମାଧୁରୀ ବଜାର ଠାରେ ବାଣ ବିସ୍ପୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯଇଛି । ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।

ମୃତକ ଦୁଇଜଣ ହେଲେ ଦିଲ୍ଲୀପ ମହାନ୍ତି ଓ ବୁଲୁ ଦାସ । ଗୁରୁତର ଦୁଇଜଣ ହେଲେ ସୁସାନ୍ତପୃଷ୍ଟି ଓ ଦିନବନ୍ଧୁ ଦାସ । ଗୁରୁତର ଦୁହିଁଙ୍କୁ କଟକରେ ଚିକିତ୍ସା କରାଯାଉଥିବା ଜଣାଯାଇଛି । ପୋଲିସ ପହଚି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.