Browsing Tag

firecrackers burst

ଥାନା କର୍ମଚାରୀଙ୍କ ବାଣ ଫୁଟା ନେଲା ବିସ୍ଫୋରଣର ରୂପ, ଭାଙ୍ଗିଲା ଝରକା କାଚ

ଚାନ୍ଦବାଲି : ଥାନା କର୍ମଚାରୀଙ୍କ ବାଣ ଫୁଟା ନେଲା ବିସ୍ଫୋରଣର ରୂପ। ଥାନାରେ ଥିବା ବେଆଇନ ଜବତ ବାଣ ଫୁଟାଉଥିବା ବେଳେ ହଠାତ ବାରୁଦରେ ନିଆଁ ପଡ଼ି ହେଲା ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଥାନା ପାଖରେ ଥିବା ପୋଷ୍ଟ ଅଫିସର ଝରକା କାଚ ଭାଙ୍ଗି ପଡ଼ିବା ସହ ଗଛରୁ ପତ୍ର ମଧ୍ୟ…

ବାଣ ଭିଡୁଥିବା ସମୟରେ ଘଟିଲା ବିସ୍ଫୋରଣ, ଜଣେ ଗୁରୁତର

ଯାଜପୁର : ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧୀନ ଖୋସାଲପୁର ଗ୍ରାମରେ। ଗୁରୁତର ଆହତ ବ୍ୟକ୍ତି ଜଣକ ହେଲେ ଗ୍ରାମର ଆନନ୍ଦ ମଲିକ। ସେ ଆଜି ଘରେ ବାଣ ଭିଡୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା। ଫଳରେ ଗୁରୁତର…

ତାମିଲନାଡ଼ୁ: ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ଚାଲିଗଲା ୮ ଜୀବନ; ଭୁଶୁଡ଼ିଲା ହୋଟେଲ ବିଲ୍ଡିଂ

ତାମିଲନାଡ଼ୁର କୃଷ୍ଣଗିରି ଜିଲ୍ଲାରେ ଶନିବାର ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଗ୍ନିଶମ ଅଧିକାରୀଙ୍କ ସୂଚନା ମୁତାବକ, ଗୋଦାମରେ ଆହୁରି ୫ ଜଣ ଲୋକ ଫସି ରହିଛନ୍ତି। ଜିଲ୍ଲା ପୋଲିସ…

ତାମିଲନାଡ଼ୁ: କାଞ୍ଚିପୁରମ୍ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଜଳି ପାଉଁଶ ହୋଇଗଲେ ୬ ଶ୍ରମିକ

ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। କାଞ୍ଚିପୁରମ ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଜିଲ୍ଲାର କୁରୁଭିମଲାଇ ଗ୍ରାମରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ…

ବାଣ ବିସ୍ଫୋରଣରେ ଦୁଇ ମୃତ, ଦୁଇ ଗୁରୁତର

ଜଗତସିଂହପୁର (କେନ୍ୟୁଜ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ଇଛାପୁରର ମାଧୁରୀ ବଜାର ଠାରେ ବାଣ ବିସ୍ପୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯଇଛି । ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି…

ବିହାର: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ! ଘର ଭୁଶୁଡ଼ି ୬ ମୃତ; ଭଗ୍ନାବଶେଷ ଭିତରେ ଚାପି ରହିଛନ୍ତି ଅନେକ ଲୋକ

ବିହାରର ଛପରା ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ବାଣ କାରଖାନାରେ ବିସ୍ଫୋରଣ ପରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା। ତେବେ ବିଲ୍ଡିଂର ଭଗ୍ନାବଶେଷ ଭିତରେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଏସ୍‌ପି ସନ୍ତୋଷ…

ଷ୍ଟେଜ୍‌ରେ ପରଫରମାନ୍ସ କରୁଥିଲେ ପପ୍‌ ସିଙ୍ଗର, ହଠାତ୍‌ ଘଟିଲା ଏମିତି କିଛି, ଚାଲିଗଲା ଷ୍ଟାରଙ୍କ ଜୀବନ

ସିଙ୍ଗର ହୁଅନ୍ତୁ କି ଆକ୍ଟର, ସମସ୍ତେ କୌଣସି ଖାସ୍‌ ଉତ୍ସବ କିମ୍ବା ନିଜର ପ୍ରୋଜେକ୍ଟକୁ ପ୍ରମୋଟ କରିବା ପାଇଁ ଷ୍ଟେଜରେ ପରଫରମାନ୍ସ କରିଥାଆନ୍ତି। ଷ୍ଟେଜକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ବିଭିନ୍ନ ପ୍ରକାରର ଷ୍ଟାଇଲିଶ୍‌ ଡିଜାଇନ୍‌ ଏବଂ ଆତସବାଜି ଫୁଟାଯାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି…