ଟ୍ରେନ୍ ଲାଇରରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ୨ଟି ମୃତଦେହ, ପରିଚୟ ଅସ୍ପଷ୍ଟ

ରେଳ ଧାରଣାରେ ମୃତଦେହ । ଟ୍ରେନ୍ ଲାଇରେ ପଡ଼ିଛି ୨ଟି ମୃତଦେହ । କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟର ରେଳ ଲାଇନରେ ମୃତଦେହ ପଡ଼ିଛି ।

କୋରାପୁଟ (କେନ୍ୟୁଜ): ରେଳ ଧାରଣାରେ ମୃତଦେହ । ଟ୍ରେନ୍ ଲାଇରେ ପଡ଼ିଛି ୨ଟି ମୃତଦେହ । କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟର ରେଳ ଲାଇନରେ ମୃତଦେହ ପଡ଼ିଛି । ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ମୃତଦେହ । ସେମାନଙ୍କର ପରିଚୟ ମିଳିନାହିଁ । ରେଳ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଛି ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜିଆରପି ପହଞ୍ଚି ତନାଘନା ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.