ଶ୍ରୀ ରାମଙ୍କ ପ୍ରତିଛବିରେ ୨ ଘଣ୍ଟାର ସ୍ୟାଣ୍ଡ ଆନିମେସନ୍

ଦୀର୍ଘ ୫୦୦ ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ପରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ଜନ୍ନଭୁମି ଅଯୋଧ୍ୟାରେ ବିରାଜମାନ ହେଉଛନ୍ତି । ସମଗ୍ର ଦେଶ ଏବେ ରାମମୟ ହୋଇ ଉଠିଛି।

ପୁରୀ : ଦୀର୍ଘ ୫୦୦ ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ପରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ଜନ୍ନଭୁମି ଅଯୋଧ୍ୟାରେ ବିରାଜମାନ ହେଉଛନ୍ତି । ସମଗ୍ର ଦେଶ ଏବେ ରାମମୟ ହୋଇ ଉଠିଛି। ଲୋକମାନଙ୍କ ହ୍ରୃଦୟରେ ନାହିଁ ନଥିବା ଭକ୍ତି ଆଉ ଉତ୍କଣ୍ଠା ଭରି ଯାଇଛି । ଏହି ଅବସରରେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିର ସହିତ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଛବିକୁ ୨ ଘଣ୍ଟାର ସ୍ୟାଣ୍ଡ ଆନିମେସନ୍ ମାଧ୍ୟମରେ ଭକ୍ତି ପୂର୍ଣ୍ଣ ପ୍ରଣାମ ଜଣାଇଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.