Below header

ଇଟାଭାଟିରେ ଅଘଟଣ: ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ଗାଁରେ ଅଭାବନୀୟ ଘଟଣା। ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ । ଦୁଇ ଜଣ ଶ୍ରମିକ ରାତିରେ ଜେନେରେଟର ଲଗାଇ ଶୋଇଥିବା ବେଳେ ଶ୍ବାସରୁଦ୍ଧ ହୋଇଥିବା ଜଣାପଡିଛି ।

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ଗାଁରେ ଅଭାବନୀୟ ଘଟଣା। ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ । ଦୁଇ ଜଣ ଶ୍ରମିକ ରାତିରେ ଜେନେରେଟର ଲଗାଇ ଶୋଇଥିବା ବେଳେ ଶ୍ବାସରୁଦ୍ଧ ହୋଇଥିବା ଜଣାପଡିଛି । ଆଉ ଜଣେ ଗୁରୁତର ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.