Below header

ନନ୍ଦନକାନନକୁ ଆସିବେ ୨ଟା ଚିତା ଓ ୩ଟି ଜେବ୍ରା, ସୂଚନା ଦେଲେ ଓ୍ଵାଇଲଡ ଲାଇଫ ପିସିସିଏଫ

ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନେଦରଲାଣ୍ଡରୁ ଦୁଇଟି ଆଫ୍ରିକାନ ଚିତା ଓ ୩ଟି ଜେବ୍ରା ଅଣାଯିବ । ଏହି ଜୀବଜନ୍ତୁଙ୍କୁ ଆଣିବା ପାଇଁ ଅନୁମତି ମିଳିଛି । ଏହି ୩ଟି ଜେବ୍ରା ଆସିଲେ ନନ୍ଦନକାନନରେ ଜେବ୍ରା ସଂଖ୍ୟା ୬ରେ ପହଞ୍ଚିବ । ଏହାଦ୍ୱାରା ନନ୍ଦନକାନନର ଆକର୍ଷଣ ମଧ୍ୟ ବଢିବ । ଏହାସହ ନନ୍ଦନକାନନରେ ବଜ୍ରକାପ୍ତାର ବଂଶ ବିସ୍ତାର କରାଯାଉଛି । ଏହାପରେ ସେମାନଙ୍କୁ ଜଙ୍ଗଲ ମଧ୍ୟରେ ଛଡାଯିବ ବୋଲି ଓ୍ଵାଇଲଡ ଲାଇଫ ପିସିସିଏଫ ସୂଚନା ଦେଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.