Below header

ପୁଣି ଖୁସି ଖବର ଦେଲା ସ୍ୱାସ୍ଥ୍ୟ ବିଭାଗ, ଆଉ ଦୁଇ ଭୁବନେଶ୍ୱରର କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କେନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱରର ଆଉ ଦୁଇ କରୋନା ଆକ୍ରାନ୍ତ ହେଲେ ସୁସ୍ଥ।ଏହି ଦୁଇଜଣଙ୍କୁ ମିଶାଇ ଓଡ଼ିଶାରେ ସମୁଦାୟ ସୁସ୍ଥ ହେଲେଣି ୨୧ ଜଣ ଆକ୍ରାନ୍ତ। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସାମ୍ପୁଲ ଟେଷ୍ଟ ନେଗେଟିଭ ଆସିଛି। ତେଣୁ ନମୂନା ନେଗେଟିଭ୍ ବାହାରିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ବୋଲି ଟ୍ୱିଟ କରି କହିଛି ସ୍ୱାସ୍ଥ୍ୟ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.