ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ୨୦ ବାଲାଂଦେଶୀ ମତ୍ସ୍ୟଜୀବ ଉଦ୍ଧାର

ପାରାଦୀପ(କେନ୍ୟୁଜ୍): ଭାଗ୍ଯ ଥିଲା ଟାଣ। ସାହା ହେଲେ ଭଗବାନ। ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ଉଦ୍ଧାର ହେଲେ ୨୦ ବାଲାଂଦେଶୀ ମତ୍ସ୍ୟଜୀବୀ । ଗଭୀର ସମୁଦ୍ରରେ ମାଛ ଧରୁଥିବାବେଳେ ଭାଙ୍ଗିଯାଇଥିଲା ବୋଟ । ସମୁଦ୍ରରେ ଶୋଲ ଧରି ଭାସୁଥିବାବେଳେ ଉଦ୍ଧାର କଲେ ତଟରକ୍ଷୀ ବାହିନୀ । ସିତରଙ୍ଗ ବାତ୍ୟାର ପ୍ରଭାବରେ ବୁଡିଯାଇଥିଲା ବୋଟଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.