୨୦୧୯-୨୦ର ସବୁ ନବମ ଶ୍ରେଣୀ ପିଲା ଦେଇପାରିବେ ମାଟ୍ରିକ୍‌ ପରୀକ୍ଷା: ରାଜ୍ୟ ସରକାର

ସବୁ ପିଲା ଦେଇପାରିବେ ମାଟ୍ରିକ ପରୀକ୍ଷା। ୨୦୧୯-୨୦ ନବମ ଶ୍ରେଣୀ ପିଲା ମାଟ୍ରିକ୍‌ ପରୀକ୍ଷା ଦେଇପାରିବେ । ଗତବର୍ଷ ନବମ ପଢ଼ିଥିବା ପିଲା ଦେଇପାରିବେ ମାଟ୍ରିକ। ୨୦୨୧ ମେ ମାସରେ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ସେମାନେ ବସିପାରିବେ । ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ଦେଇପାରିବେ ପରୀକ୍ଷା । କୋଭିଡ ପାଇଁ ନବମ ପିଲାଙ୍କ ବାର୍ଷିକ ପରୀକ୍ଷା ହୋଇପାରିନଥିଲା। ଏଣୁ ପିଲାଙ୍କ ପାଇଁ ଏଭଳି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିପରି ୨୦୧୯-୨୦ ବର୍ଷର ଏକାଦଶ ପିଲା ବି ଦେଇପାରିବେ ଦ୍ବାଦଶ ପରୀକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.