Below header

ଶିକାରୀଙ୍କ କବଜାରେ ଶିମିଳିପାଳ : ୨୧ ଗିରଫ, ୧୬୫ ବନ୍ଧୁକ ଜବତ

ଶିମିଳିପାଳରେ ପୋଲିସକୁ ବଡ଼ ସଫଳତା। ଅପରେସନ ଶିମିଳିପାଳ ପ୍ରୋଟେକ୍ଟରେ ବଡ଼ ସଫଳତା। ସର୍ଚ୍ଚ ଅପରେସନ ବେଳେ ଶିମିଳିପାଳରୁ ମୋଟ ୨୧ ଜଣ ଗିରଫ ୧୬୫ ବନ୍ଧୁକ ଜବତ ହୋଇଥିଲା। ଏଥି ସହିତ ବନ୍ଧୁକ ତିଆରି କାରଖାନା ଓ ବନ୍ଧୁକ ତିଆରି ସରଞ୍ଜମ ମଧ୍ୟ ଜବତ ହୋଇଛି ।

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳରେ ପୋଲିସକୁ ବଡ଼ ସଫଳତା। ଅପରେସନ ଶିମିଳିପାଳ ପ୍ରୋଟେକ୍ଟରେ ବଡ଼ ସଫଳତା। ସର୍ଚ୍ଚ ଅପରେସନ ବେଳେ ଶିମିଳିପାଳରୁ ମୋଟ ୨୧ ଜଣ ଗିରଫ ୧୬୫ ବନ୍ଧୁକ ଜବତ ହୋଇଥିଲା। ଏଥି ସହିତ ବନ୍ଧୁକ ତିଆରି କାରଖାନା ଓ ବନ୍ଧୁକ ତିଆରି ସରଞ୍ଜମ ମଧ୍ୟ ଜବତ ହୋଇଛି ।

ଏନେଇ ସୂଚନା ଦେଇ ମୟୂରଭଞ୍ଜ ଏସ୍ ପି ବି. ଗଙ୍ଗାଧର କହିଛନ୍ତି, ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ପରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରଯାଇଛି । ଏଥିସହ ୫୦୦ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି । ତେବେ ଏହି ଶିକାରୀମାନେ ଏତେ ପରିମାଣର ଅସ୍ତ୍ର କେଉଁଠୁ ଆଣିଲେ, କିଏ ଏହାକୁ ଯୋଗାଉଥିଲା ସେ ନେଇ ଖୋଳତାଡ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.