ବିସ୍ମୟୀ କୁନି ଝିଅ: ବିଭିନ୍ନ କୁଇଜ ସାଙ୍ଗକୁ ଶ୍ଳୋକ ମନେ ରଖି ଇଣ୍ଡିଆ ବୁକ୍‌ ଅଫ୍‌ ରକର୍ଡସ ୨୦୨୨ରେ ତିନି ବର୍ଷର ଜିଶା ପଡିଆରୀ

ଭୁବନେଶ୍ବର(କେନ୍ୟୁଜ୍): କୁନି ଝିଅର ବଡ଼ ରେକର୍ଡ । ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୨୨ରେ ସ୍ଥାନ ପାଇଛନ୍ତି ତିନି ବର୍ଷର ଜିଶା ପଡିଆରୀ । ବିଭିନ୍ନ କୁଇଜ ସାଙ୍ଗକୁ ଶ୍ଳୋକ ମନେ ରଖି ରେକର୍ଡ କରିଛନ୍ତି ଜିଶା ।

jisa 2

ଏହି ଅବସରରେ ଭୁବନେଶ୍ୱର ରୋଟାରୀ ଭବନ ଠାରେ ଏହି କୁନି ଝିଅକୁ ସମ୍ବର୍ଦ୍ଧିତ କରାଯାଇଛି । ଝିଅର ଏହି ସଫଳତା ପାଇଁ ବାପା ମା ବହୁତ ଖୁସି । ଆଗକୁ ଝିଅ ଆହୁରି ସଫଳତା ପାଇବ ବୋଲି ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.