ଲକଡାଉନରେ ଚୋରା ମଦ କାରବାର: ଭଦ୍ରକ ବାଂଶଡା ପୋଲିସର ଚଢାଉ, ୩୦ଲିଟର ମଦ ଜବତ

ଚାନ୍ଦବାଲି: ଲକଡାଉନ କଟକଣା ଭିତରେ ଚୋରା ମଦ କାରବାର । ଭଦ୍ରକ ଜିଲ୍ଲା ଘଟେଂଶ୍ୱର କେସରପୁର ଗାଁରେ ଚୋରା ମଦ କାରବାର ହେଉଥିବାର ଖବର ସାମ୍ନାକୁ ଆସିଛି। ଏନେଇ ସୂଚନା ପାଇ ଭଦ୍ରକ ଜିଲ୍ଲା ବାଂଶଡା ପୋଲିସ ଚଢାଉ କରିଥିଲା ।

ଘଟଣାସ୍ଥଳରୁ ୩୦ଲିଟର ମଦ ଜବତ କରିଥିବା ଜଣାପଡିଛି । ତେବେ ଚୋରା ମଦ ବିକ୍ରି କରୁଥିବା ବ୍ୟକ୍ତି ଦୈାଡି ପଳାଇ ଯିବାର ସକ୍ଷମ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.