Below header

ରାଜଧାନୀରେ ଆଜି ୩୧୭ କରୋନା  ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ୍ ରହିଛି ୧୧୧

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ଆଜି ୩୧୭ କରୋନା  ଆକ୍ରାନ୍ତ ଚିହ୍ନଟ। ଆଜି ଖୋର୍ଦ୍ଧା ଜିଲ୍ଲାରେ ୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରୁ ବିଏମସିର ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାର ଟ୍ବିଟ  ଯୋଗେ ସୂଚନା ଦେଇଛି  ବିଏମସି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନରୁ ୨୦୬ ଜଣ ଆକ୍ରାନ୍ତ ଓ ଲୋକାଲରୁ ୧୧୧ ଆକ୍ରାନ୍ତ। ଏହି ଆକ୍ରାନ୍ତଙ୍କୁ ମିଶାଇ ବିଏମସିରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୩୨ରେ ପହଞ୍ଚିଛି। ଏଥିରୁ ୪୩୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଭୁବନେଶ୍ବରରେ ୨୯୦୧ ଆକ୍ଟିଭ କେସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.