ସଣ୍ଡେ ଇଭିନିଙ୍ଗକୁ ବନାନ୍ତୁ ସ୍ପେସିଆଲ, ଏବେ ହିଁ ଘରେ ଅତି ସହଜରେ ତିଆରି କରନ୍ତୁ ଚିକେନ ମଲାଇ ସିଖ କବାବ

ଆବଶ୍ୟକୀୟ ସାମଗ୍ରୀ

  • ଚିକେନ କିମା
  • ମେଥିପତ୍ର
  • ଗୋଲମରିଚ ଗୁଣ୍ଡ
  • ଚାଟ ମସାଲା
  • ଅଦାରସୁଣ ପେଷ୍ଟ
  • ପିଆଜ
  • କ୍ରିମ
  • ବ୍ରେଡ କ୍ରମ୍ବ
  • ତେଲ
  • ଲୁଣ ସ୍ବଦାନୁସାରେ

Chicken Malai Seekh Kebab -

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ସମସ୍ତ ସାମଗ୍ରୀକୁ ମିକ୍ସର ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ ।
  • ତାପରେ ବ୍ରେଡ କ୍ରମ୍ବକୁ ସେଥିରେ ପକାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
  • ବର୍ତ୍ତମାନ ତେଲରେ ଏହି ମିଶ୍ରଣକୁ ଢାଳି ଦିଅନ୍ତୁ ।
  • ତାପରେ ଏହାକୁ କବାବର ଆକାର ଦେଇ ଓଭାନରେ ସେପର୍ଯ୍ୟନ୍ତ ରଖନ୍ତୁ ଯେପର୍ଯ୍ୟନ୍ତ ଏହା ଭଲଭାବେ ନ ସିଝିଛି ।
  • ବର୍ତ୍ତମାନ ଆପଣ ଏହାକୁ ବଟର କିମ୍ବା ତେଲରେ ହାଲକା ଭାବେ ଫ୍ରାଏ କରନ୍ତୁ ।
  • ବର୍ତ୍ତମାନ ଏହାକୁ ପୁଦିନା କିମ୍ବା ଧନିଆ ଚଟଣି ସହିତ ଗରମ ଗରମ ସର୍ଭ କରନ୍ତୁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.