କେବଳ ଗୁଡ ଆଉ ଅଟାରେ ପ୍ରସ୍ତୁତ କରନ୍ତୁ ଏହି ଟେଷ୍ଟି ମିଠା, ନୂଆବର୍ଷରେ ଭରିଯିବ ମଧୁରତା
ଯଦି ଆପଣ ମିଠା ଖାଇବା ସୌକିନ ଏବଂ ନିଜ ଡାଏଟରେ ମିଠାର ଏକ ହେଲ୍ଦି ଅପ୍ସନ ପସନ୍ଦ କରିବାକୁ ଚାହୁଁଛନ୍ତି, ତାହେଲେ ଟ୍ରାଏ କରିପାରିବେ ଗୁଡ ମଠରୀ। ଏହି ରେସିପିକୁ ଆପଣ ସନ୍ଧ୍ୟାର ଟିଫିନ୍ ସହ ବି ଖାଇପାରିବେ। ସବୁଠୁ ଖାସ କଥା ହେଉଛି ଗୁଡ ଏବଂ ଅଟାରେ ଏହି ମିଠାକୁ ଆପଣ ପ୍ରସ୍ତୁତ କରିବେ।…