Browsing Category

ଖାଦ୍ୟପେୟ

ଘରେ ବନାନ୍ତୁ ଚକୋଲେଟ ବିସ୍କୁଟ କେକ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଚକୋଲେଟ କେକ ତ ସମସ୍ତଙ୍କୁ ପସନ୍ଦ କିନ୍ତୁ କ'ଣ ଆପଣ କେବେ ଚକୋଲେଟ ବିସ୍କୁଟ କେକ ଖାଇଛନ୍ତି କି? ଏହା ମଧ୍ୟ ଖୁବ ସ୍ୱାଦିଷ୍ଟ । ତେବେ ସମସ୍ତେ ବାହାର ବେକେରୀ କିମ୍ବା ରେସ୍ତୋରାଁରୁ କେକ ଖାଇବାକୁ ଖୁବ ପସନ୍ଦ କରନ୍ତି କିନ୍ତୁ ସବୁବେଳେ ବାହାର ଖାଦ୍ୟ ଖାଇବା ଆମ ଶରୀର ପକ୍ଷେ ହିତକର ହୋଇନଥାଏ…

ଜାଣନ୍ତୁ କିପରି ତିଆରି କରିବେ ତନ୍ଦୁରି ଚିକେନ୍ ପପକର୍ଣ୍ଣ

ଆପଣମାନେ ଚିକେନ୍‌ର ତ ଅନେକ ପ୍ରକାରର ରେସିପି ଖାଇଥିବେ, ହେଲେ କେବେ ଚିକେନ୍‌ ପପକର୍ଣ୍ଣ ଖାଇଛନ୍ତି କି ? ଯଦି ନା ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ସୁଆଦିଆ ରେସିପି ବିଷୟରେ କହିବୁ । ଯାହାକୁ ତିଆରି କରିବା ଅତି ସହଜ ଏବଂ ଖଇବା ପାଇଁ ଭାରି ଟେଷ୍ଟି । ତାହେଲେ ଆସନ୍ତୁ ଜାଣିବା ଏହି…

ଘରେ ବନାନ୍ତୁ ସୁଆଦିଆ ଖଟା ମିଠା ଢ଼ୋକଲା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ସାଧାରଣ ଢ଼ୋକଲା ତ ଆପଣମାନେ ନିଶ୍ଚୟ ଖାଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଖଟା ମିଠା ଢ଼ୋକଲା ରେସିପି ନେଇଆସିଛୁ । ତେବେ ଆସନ୍ତୁ କ୍ଲାସିକ୍ ଡ଼ୋକଲାକୁ ଏକ ମିଠା ଏବଂ ଟାଙ୍ଗୀ ମୋଡ଼ ଦେବା । ଏହା ସୁପର ସଫ୍ଟ, ସ୍ପଞ୍ଜୀ ଏବଂ ଏକ ସ୍ୱାଦିଷ୍ଟ ଖାଦ୍ୟ । ଜଳଖିଆ ପାଇଁ କିମ୍ବା ସ୍ନାକ୍ସ…

କେବେ ଟ୍ରାଏ କରିଛନ୍ତି କି ମଖାନା ଚାଟ୍‌ ? ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ସାଧାରଣତଃ ଆମେ ମଖାନା ଦାଲିୟା କିମ୍ବା ଖିରିରେ ମିଶାଇ ଖାଇଥାଉ, କିନ୍ତୁ ଆପଣ ଏହାକୁ ସ୍ନାକ୍ସ ଭାବରେ ମଧ୍ୟ ଖାଇପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ୨ ଟି ରେସିପି କହିବୁ ଯାହାକୁ ଆପଣ ଅତି ସହଜରେ ତିଆରି କରିପାରିବେ । ଆପଣ ଏହି ଦୁଇଟି ଉପାୟରେ ମଖାନା ଚାଟ୍ ତିଆରି କରିପାରିବେ, ଯାହା…

ସନ୍ଧ୍ୟାବେଳେ ଘରେ ବନାନ୍ତୁ ମାଛ ପକୋଡ଼ା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ମହୁରାଳି ମାଛ ପକୋଡା ଏହା ଏକ ଟ୍ରାଡିସନାଲ ଡିସ । ଏହାକୁ ଷ୍ଟାଟର କିମ୍ବା ସ୍ନାକ୍ସ ରୂପରେ ସର୍ଭ କରାଯାଇଥାଏ । ଏହାକୁ ଲୋକମାନେ ଭାତ ଏବଂ ଡାଲି ସହିତ ମଧ୍ୟ ଖାଇଥାନ୍ତି । ଏହି ରେସିପିରେ ପକୋଡା ଅଳ୍ପ ସୋରିଷ ତେଲରେ ଛଣା ଯାଇଥାଏ । କିନ୍ତୁ ଆପଣ ଏହାକୁ ଡିପ୍ ଫ୍ରାଏ ବି କରିପାରିବେ । ଏହି…

ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି ରାଜମା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ରାଜମା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏମିତିକି ରାଜମା କଥା କହୁ କହୁ ହିଁ ଲୋଭ ଲାଗେ । ଏଥିରେ ଅଧିକ ମାତ୍ରାରେ ଭିଟାମିନ ଓ ଫାଇବର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସ୍ୱାଦିଷ୍ଟ ଖାଦ୍ୟ କିପରି ତିଆରି କରିବେ । ରାଜମା ହେଉଛି ପଞ୍ଜାବୀ ଖାଦ୍ୟ କିନ୍ତୁ କଶ୍ମିରୀ ମସଲା…

ଘରେ ବନାନ୍ତୁ ଟେଷ୍ଟି ହାଣ୍ଡି ପନିର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ପନିର ଖାଇବାକୁ ଅଧିକାଂଶ ଲୋକ ବହୁତ ଭଲ ପାଇଥାନ୍ତି । କାରଣ ଏଥିରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥାଏ । ତେବେ ପନିରରେ ବହୁତ ପ୍ରକାରର ଖାଦ୍ୟ ତିଆରି ହୋଇଥାଏ । କିନ୍ତୁ ହାଣ୍ଡି ପନିରର ସ୍ୱାଦ ନିଆରା । ଏହା ଖାଇବାକୁ ସ୍ୱାଦିଷ୍ଟ ହେବା ସହ ବହୁତ କମ୍ ସମୟରେ ତିଆରି ହୋଇଯାଇଥାଏ । ଆସନ୍ତୁ…

ବହୁତ ସ୍ୱାଦିଷ୍ଟ କଡ଼ାଇ ଭେଣ୍ଡିର ସ୍ୱାଦ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

କଡ଼ାଇ ଭେଣ୍ଡି ଏକ ବଢ଼ିଆ ସହଜ ଓ ସ୍ୱାଦିଷ୍ଟ ରେସିପି । ଯେଉଁଥିପାଇଁ ଆପଣଙ୍କୁ କେବଳ ଭେଣ୍ଡିର ଆବଶ୍ୟକତା ପଡିବ । ଏହି ରେସିପିରେ ବେଶି କିଛି ଦରକାର ପଡିନଥାଏ, ଏହାକୁ କେବଳ କିଛି ଭାରତୀୟ ମସଲା ପକାଇ ପ୍ରସ୍ତୁତ କରାଯାଏ । ଯାହା ବହୁତ ସ୍ୱାଦିଷ୍ଟ ଲାଗେ । ଯାହାକୁ ଆପଣ ଲଞ୍ଚ ଏବଂ ଡିନର ଉଭୟରେ…

ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି ଫ୍ରାଏଡ୍ ଆଳୁ ଚାଟ୍, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ବେଳେ ବେଳେ ସନ୍ଧ୍ୟା ସମୟରେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ସବୁବେଳେ ବାହାରୁ ଖାଇବା ଦେହ ପାଇଁ ଭଲ ହୋଇନଥାଏ । ଆପଣ ଚାହିଁଲେ ଘରେ ଚଟପଟା ଫ୍ରାଏଡ୍ ଆଳୁ ଚାଟ୍ ତିଆରି କରି ଖାଇପାରିବେ । ଏହା ଖୁବ ସ୍ୱାଦିଷ୍ଟ ହେବା ସହ ତିଆରି କରିବାକୁ ବି ବହୁତ ସହଜ ହୋଇଥାଏ । ଆସନ୍ତୁ…

କେବେ ଟ୍ରାଏ କରିଛନ୍ତି କି ମୁଗଲାଇ ପରଟା? ଟେଷ୍ଟ ପୂରା ଲାଜବାବ୍‌

ବ୍ରେକଫାଷ୍ଟ ପାଇଁ ପରଟା ସବୁଠାରୁ ଭଲ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ପେଟ ପୁରିବା ସହିତ ଶିଘ୍ର ଭୋକ ଲାଗିନଥାଏ । ଏମିତି ତ ପରଟା ବହୁତ ପ୍ରକାର ରହିଛି । ଯେମିତିକି କୋବି ପରଟା, ପନୀର ପରଟା କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ମୁଗଲାଇ ପରଟାର ରେସିପି ନେଇଆସିଛୁ । କିନ୍ତୁ ସବୁ ପରଟା ମଧ୍ୟରୁ…

କିଛି ମିଠା ଖାଇବାକୁ ଇଚ୍ଛା ହେଉଛି କି? ଘରେ ପ୍ରସ୍ତୁତ କରନ୍ତୁ ଏହି ଟେଷ୍ଟି ମାଲପୁଆ

ବେଳେବେଳେ କିଛି ମିଠା ଜିନିଷ ଖାଇବାକୁ ଭାରି ଇଚ୍ଛା ହୋଇଥାଏ ହେଲେ କ'ଣ ତିଆରି କରିବେ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ଗରମ ଗରମ ମାଲପୁଆର ରେସିପି, ଯାହା ଖାଇବାକୁ ଖୁବ ସ୍ୱାଦିଷ୍ଟ । ଏହାକୁ ବନାଇବା ବି ବହୁତ ସହଜ । ତେବେ ଆସନ୍ତୁ…

ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି ନଡ଼ିଆ ବିସ୍କୁଟ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ବଜାରରୁ କିଣି ତ ଆପଣମାନେ ପ୍ରତିଦିନ ବିସ୍କୁଟ ଖାଉଥିବେ, କିନ୍ତୁ ଆପଣ କେବେ ନିଜେ ଘରେ ତିଆରି କରି ଖାଇଛନ୍ତି କି ନଡ଼ିଆ ବିସ୍କୁଟ? ଏହାର ସ୍ୱାଦ ଖୁବ ନିଆରା । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଟେଷ୍ଟି ନଡ଼ିଆ ବିସ୍କୁଟ ରେସିପି ନେଇଆସିଛୁ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି…