Below header
Browsing Category

ଖାଦ୍ୟପେୟ

ଶୀତଦିନେ ଘରେ ବନାନ୍ତୁ ମନ୍‌ଚାଓ ସୁପ୍, ସ୍ୱାଦ ଏକଦମ ଲାଜବାବ୍

ଶୀତଦିନେ ସମସ୍ତଙ୍କୁ କିଛି ନା କିଛି ଗରମ ଜିନିଷ ଖାଇବାକୁ କିମ୍ବା ପିଇବାକୁ ଇଚ୍ଛା ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଗରମା ଗରମ ମନ୍‌ଚାଓ ସୁପ୍ ରେସିପି ନେଇଆସିଛୁ । ସାଧାରଣତଃ ସୁପ୍ ପିଇବା ପାଇଁ ସମସ୍ତେ ରେସ୍ତୋରାଁକୁ ଯାଇଥାନ୍ତି । କିନ୍ତୁ ସବୁବେଳେ ବାହାରୁ ଖାଇବା ଆମ…

ଘରେ ବନାନ୍ତୁ ଟେଷ୍ଟି ଏଗ୍ ଇଡ଼ଲି, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଖାଦ୍ୟରେ ସବୁବେଳେ ପରିବର୍ତ୍ତନ ଆଣିବା ଉଚିତ । ସବୁବେଳେ ଗୋଟେ ପ୍ରକାର ଖାଦ୍ୟ ଖାଇବାକୁ କେହି ମଧ୍ୟ ପସନ୍ଦ କରନ୍ତି ନାହିଁ, ତେଣୁ ଆଜି ଆମେ ଆପଣଙ୍କୁ ଏକ ନୂଆ ସ୍ୱାଦିଷ୍ଟ ରେସିପି ବିଷୟରେ ଜଣାଇବୁ । ଯାହାକୁ ବନେଇବା ଅତି ସହଜ ଏବଂ ଏହା ଖୁବ ସ୍ୱାଦିଷ୍ଟ ମଧ୍ୟ । ତେବେ ଆସନ୍ତୁ ଜାଣିବା ଏଗ୍…

ଶୀତଦିନ ସନ୍ଧ୍ୟାରେ ଘରେ ବନାନ୍ତୁ ପାମ୍ପଡ଼ କଟୋରୀ ଚାଟ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଚଟପଟା ଖାଦ୍ୟର ନାଁ ଶୁଣିଲେ ପ୍ରଥମେ ଚାଟ ମନେ ପଡିଯାଏ । ସାଧାରଣତଃ ସମସ୍ତେ ବଜାରରେ ମିଳୁଥିବା ଚାଟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ସବୁବେଳେ ବାହାର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇନଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ଚାଟର ରେସିପି ନେଇ ଆସିଛୁ । ଚଟାପଟା…

ଅତି ସହଜ ଉପାୟରେ ଆଜି ହିଁ ଘରେ ବନାନ୍ତୁ ମଟର ଚାଟ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଆପଣମାନେ ଅନେକ ପ୍ରକାରର ଚାଟ ଖାଇଥିବେ କିନ୍ତୁ କେବେ ମଟର ଚାଟ ଟେଷ୍ଟ କରିଛନ୍ତି କି? ଏହାକୁ ବନାଇବା ଯେତିକି ସହଜ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ । ଆଜି ଆମେ ଆପଣଙ୍କୁ ଏହି ମଟର ଚାଟର ରେସିପି ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ ।…

ପ୍ରଥମାଷ୍ଟମୀରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଏଣ୍ଡୁରୀ ପିଠା ସହିତ କୋଶିଳା ଶାଗର ତରକାରୀ

ଓଡିଆମାନଙ୍କ ଘରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ସେହି ସବୁ ପର୍ବ ମଧ୍ୟରେ ଗୋଟିଏ ହେଉଛି ପ୍ରଥମାଷ୍ଟମୀ । ଏହି ଦିନ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରିବା ସହ ନୂଆ ଡ୍ରେସ୍‌ ମଧ୍ୟ ଦିଆଯାଏ । ଏହାସହ ଘରେ ଏଣ୍ଡୁରୀ ପିଠା ସହିତ କୋଶିଳା ଶାଗର ତରକାରୀ ମଧ୍ୟ ତିଆରି କରାଯାଏ । ସେଥିପାଇଁ…

ଶୀତ ଦିନ ସନ୍ଧ୍ୟାରେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଆଳୁ ବରା , ଯାହା ଖାଇବା ପାଇଁ ଭାରି ଟେଷ୍ଟି

ବର୍ତ୍ତମାନ ପ୍ରାୟତଃ ଲୋକମାନେ ସବୁଠାରୁ ଅଧିକ ଖାଦ୍ୟରେ ଆଳୁ ବ୍ୟବହାର କରୁଛନ୍ତି । ତେବେ ଆଳୁରେ ବିଭିନ୍ନ ପ୍ରକାରର ରେସିପି ତିଆରି ହୋଇଥାଏ । ହେଲେ ଆପଣ କେବେ ଆଳୁରେ ବରା ପ୍ରସ୍ତୁତ କରିଛନ୍ତି କି ? ଯଦି କେବେ ଏପରି ରେସିପି ପ୍ରସ୍ତୁତ କରିନାହାନ୍ତି, ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ…

ଆଜି ହିଁ ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ କଡ଼ାଇ ମସରୁମ୍‌, ସ୍ୱାଦ ଏକଦମ ଲାଜବାବ୍

ଅଧିକାଂଶ ଲୋକ କଡ଼ାଇ ମସରୁମ୍‌ ଖାଇବାକୁ ରେସ୍ତୋରାଁ ଯାଆନ୍ତି । କିନ୍ତୁ ଆପଣ ଘରେ ସହଜରେ ମଧ୍ୟ ଏହାକୁ ତିଆରି କରିପାରିବେ । ଏହାକୁ ବନାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାର ତରିକା ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକଦମ୍‌ ସ୍ୱାଦିଷ୍ଟ କଡ଼ାଇ ମସରୁମ୍‌ ରେସିପି ବିଷୟରେ ଜଣାଇବୁ । ଜାଣନ୍ତୁ…

ମାର୍ଗଶୀର ମାସ ଗୁରୁବାରରେ ମା’ ଲକ୍ଷ୍ମୀଙ୍କୁ ଭୋଗ ଲଗାନ୍ତୁ ଛଣା ମଣ୍ଡାପିଠା

ଆମ ଓଡିଆ ଘରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ସେହି ସବୁ ପର୍ବ ମଧ୍ୟରେ ଗୋଟିଏ ରହିଥାଏ ମାର୍ଗଶୀର ମାସର ଗୁରୁବାର ଓଷା । ତେବେ ସ୍ତ୍ରୀ ଲୋକମାନେ ଏହି ଓଷାକୁ ବହୁତ ମନ ଧ୍ୟାନ ଦେଇ କରିଥାନ୍ତି । ଏହି ଦିନ ସମସ୍ତ ରୀତିନୀତିରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହି ପୂଜା ଗୁରୁବାର ଦିନ…

ଆଜି ହିଁ ଘରେ ବନାନ୍ତୁ ଏହି ଟେଷ୍ଟି ରୋଲ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ରୋଲ ତ ଆପଣ ମାନେ ଅନେକ ପ୍ରକାରର ଖାଇଥିବେ କିନ୍ତୁ କଣ କେବେ କୋରିଆନ ଷ୍ଟାଇଲ ରୋଲ ଖାଇଛନ୍ତି କି? ଯଦି ଖାଇନାହାନ୍ତି ତେବେ ଆଜି ଆସନ୍ତୁ ଜାଣିବା ଏକ ନୂଆ ରେସିପି କୋରିଆନ୍ ଏଗ ରୋଲ ବିଷୟରେ । ଏହା ସ୍ବାଦିଷ୍ଟ ସହିତ ଖୁବ ସ୍ବାସ୍ଥ୍ୟକର ମଧ୍ୟ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ...…

କେବେ ଖାଇଛନ୍ତି କି ଅଟା ଓ ମ୍ୟାଗିର କଟ୍‌ଲେଟ୍‌ ? ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଆପଣମାନେ ଅଟାରେ ଅନେକ ପ୍ରକାରର ରେସିପ୍‌ ପ୍ରସ୍ତତୁ କରିଖାଇଥିବେ । ହେଲେ କେବେ ଅଟା ଓ ମ୍ୟାଗିରେ ତିଆରି ହୋଇଥିବା କଟ୍‌ଲେଟ୍‌ ଖାଇଛନ୍ତି କି ? ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଏହି ନୂଆ ପ୍ରକାରର କଟ୍‌ଲେଟ୍‌ ପ୍ରସ୍ତତୁ କରିବେ । ଏହି କଟ୍‌ଲେଟ୍‌ ଖାସ୍‌ ଭାବେ ପିଲାମାନଙ୍କୁ…

ଆଜି ହି ଘରେ ବନାନ୍ତୁ କସୁରୀ ପନିର, ସ୍ୱାଦ ଏକଦମ୍ ଲାଜବାବ

ଅଧିକାଂଶ ଲୋକଙ୍କୁ ପନିର ଖାଇବାକୁ ବହୁତ ଭଲ ଲାଗିଥାଏ । ପନିରରେ ବହୁ ପ୍ରକାରର ଆଇଟମ ତିଆରି ହୋଇଥାଏ । କିନ୍ତୁ ସେଥି ମଧ୍ୟରୁ କସୁରୀ ପନିରର ସ୍ଵାଦ ନିଆରା । ଏହାକୁ ତିଆରି କରିବା ବି ବହୁତ ସହଜ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ... ଆବଶ୍ୟକୀୟ ସାମଗ୍ରୀ :…

ବ୍ରେକଫାଷ୍ଟରେ ବନାନ୍ତୁ ପୋଦିନା ପନିର ପରଟା, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ବ୍ରେକଫାଷ୍ଟ ପାଇଁ ଘରେ ଅନେକ ପ୍ରକାର ପରଟା ପ୍ରସ୍ତୁତ କରାଯାଏ । କିନ୍ତୁ ସବୁ ପରଟା ମଧ୍ୟରୁ ପୋଦିନା ପନିର ପରଟାର ସ୍ୱାଦ ନିଆରା । ଏହି ପରଟା ପ୍ରୋଟିନରେ ଭରପୂର, ଯାହା ଶରୀରକୁ ପୋଷକ ତତ୍ତ୍ୱ ଦେଇଥାଏ । ଏହାକୁ ତିଆରି କରିବା ବି ବହୁତ ସହଜ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…