Below header

ଟ୍ରାଫିକ ନିୟମ ମାନନ୍ତୁ, ଓଡ଼ିଶାକୁ ଦୁର୍ଘଟଣା ମୁକ୍ତ କରାନ୍ତୁ: ଏହି ସ୍ଲୋଗାନ ନେଇ ୧୦ ଦିନ ଭିତରେ ୫୦୦ କିଲୋମିଟର ଦୌଡିଲେ ଯୁବକ

କଟକ: ୩୭ ବର୍ଷୀୟ ଯୁବକ ଦଉଡିଲେ ୫୦୦ କିଲୋମିଟର । ଟ୍ରାଫିକ ନିୟମ ମାନନ୍ତୁ, ଓଡ଼ିଶାକୁ ଦୁର୍ଘଟଣା ମୁକ୍ତ କରାନ୍ତୁ । ଏହି ସ୍ଲୋଗାନ ନେଇ ୧୦ ଦିନ ଭିତରେ ୫୦୦ କିଲୋମିଟର ଦୌଡିଛନ୍ତି ସିଦ୍ଧାର୍ଥ ଦାସ ।

ଚଳିତମାସ ୧୧ ତାରିଖରେ କଳିଙ୍ଗ ଷ୍ଟାଡିୟମରୁ ଯାତ୍ରା ଆରମ୍ଭ କରିଥିଲେ । ଆଜି ଏହି ଯାତ୍ରାକୁ ଶେଷ କରିବେ । ଏହି ସମୟରେ ଅନେକ ଲୋକଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରାଇଛନ୍ତି ସିଦ୍ଧାର୍ଥ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.