ରାଜଧାନୀରେ ଚାକିରି କରାଇଦେବାକୁ କହି ଠକେଇ, ଟେଲିକମ କମ୍ପାନୀ ଟେରିଟୋରିଆଲ ସେଲସ୍‌ ମୁଖ୍ୟଙ୍କ ସମେତ ୪ ଗିରଫ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରି ଆକ୍ଟିଭେଟେଡ ସିମ ବ୍ୟବହାର କରି ଠକେଇ । ଚାକିରି କରାଇଦେବାକୁ କହି ଠକେଇ ଅଭିଯୋଗ । ଟେଲିକମ କମ୍ପାନୀ ଟେରିଟୋରିଆଲ ସେଲସ୍‌ ମୁଖ୍ୟଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ପ୍ରି ଆକ୍ଟିଭେଟେଡ ସିମ ନେଇ ବେକାର ଯୁବକଙ୍କୁ ଟାର୍ଗେଟ କରୁଥିଲେ ଠକ ।

ଗିରଫ ଅଭିଯୁକ୍ତ ଅରୁଣ ଘୋଷ, ସ୍ମୃତି ରଂଜନ ମହାନ୍ତି, ବାନାମ୍ବର ପ୍ରଧାନ, ଚୁନ୍ନିଲାଲ ପୃଷ୍ଟି । ଅରୁଣ ଘୋଷ ଆକାଉଣ୍ଟରୁ ୬୦ ଲଷ ଟଙ୍କା ଠାବ ହୋଇଛି । ଟଙ୍କା ଫ୍ରିଜ କରିବାକୁ ବ୍ୟାଙ୍କକୁ ଚିଠି ଲେଖିଛି ସାଇବର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ

 

 

Leave A Reply

Your email address will not be published.