Below header

ଜବତ ହେଲା ୪ଟି ଗୋରୁ ବୋଝେଇ ଟ୍ରକ୍

ଢ଼େଙ୍କାନାଳ(କେନ୍ୟୁଜ୍) : ଢେଙ୍କାନାଳ ଜିଲ୍ଲା ଗଦିଆଁ ଛକ ନିକଟରେ ୪ଟି ଗୋରୁ ବୋଝେଇ ଟ୍ରକ୍ ଜବତ କରିଛନ୍ତି ସ୍ଥାନୀୟଲୋକେ। ଟ୍ରକ ଗୁଡିକରେ ପ୍ରାୟ ୩୦୦ ଗୋରୁ ଅଛନ୍ତି। ଘଟଣାସ୍ତଳରେ ଗଦିଆଁ ପୋଲିସ ପହଞ୍ଚି ଗାଡି ଏବଂ ଗୋରୁ ଗୁଡିକୁ ଜବତ କରିଛି। ଧରାପଡିବା ପରେ ଘଟଣାସ୍ଥଳରୁ ୪ଟି ଟ୍ରକର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଏତେ ସଂଖ୍ୟକ ଗୋରୁ ଚାଲାଣ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଗୋରୁ ଚୋରା ଚାଲାଣ ନେଇ ପୂର୍ବରୁ ମଧ୍ୟ ସ୍ଥାନୀୟଲୋକେ ଅଭିଯୋଗ କରିଆସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.