Below header

ସରକାରଙ୍କ ବଡ଼ ପଦକ୍ଷେପ, ରାଜ୍ୟରେ ନିଯୁକ୍ତ ହେଲେ ୪୫୨ନୂଆ PET ଶିକ୍ଷକ

କ୍ରୀଡ଼ା ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ନିଯୁକ୍ତ ହେଲେ ୪୫୨ନୂଆ PET ଶିକ୍ଷକ।

କ୍ରୀଡ଼ା ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ନିଯୁକ୍ତ ହେଲେ ୪୫୨ନୂଆ PET ଶିକ୍ଷକ। ଏହି ଫିଜିକାଲ ଏଜୁକେସନ୍ ଟିଚର ରାଜ୍ୟର ବିଭିନ୍ନ ସ୍କୁଲ ମାନଙ୍କରେ ନୁଯିକ୍ତି ପାଇଛନ୍ତି । ୮୪୧ପ୍ରାର୍ଥୀଙ୍କ ମଧ୍ୟରୁ ୪୫୨ଜଣଙ୍କୁ ମିଳିଛି ନିଯୁକ୍ତି । ଏନେଇ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.