Below header

ବାଲେଶ୍ବରରେ ୨ଟି ATM ଲୁଟ ଘଟଣା: ଭୁବନେଶ୍ବର ଏୟାରପୋର୍ଟରୁ ଧରାପଡ଼ିଲେ ୫ ଲୁଟେରା

ଧରାପଡ଼ିଲେ ୫ ATM ଲୁଟେରା । ଭୁବନେଶ୍ବର ଏୟାରପୋର୍ଟରୁ ୫ଜଣ ATM ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ । ଗିରଫ ପରେ ଲୁଟେରାଙ୍କୁ ବାଲେଶ୍ବର ପୋଲିସକୁ ହସ୍ତାନ୍ତର କରାଯାଇଛି। ଲୁଟେରାଙ୍କଠାରୁ ୭ ଲକ୍ଷ ନଗଦ ଟଙ୍କା ଜବତ କରିଛି ପୋଲିସ ।

ଭୁବନେଶ୍ବର (କେନ୍ୟୁଜ): ଧରାପଡ଼ିଲେ ୫ ATM ଲୁଟେରା । ଭୁବନେଶ୍ବର ଏୟାରପୋର୍ଟରୁ ୫ଜଣ ATM ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ । ଗିରଫ ପରେ ଲୁଟେରାଙ୍କୁ ବାଲେଶ୍ବର ପୋଲିସକୁ ହସ୍ତାନ୍ତର କରାଯାଇଛି। ଲୁଟେରାଙ୍କଠାରୁ ୭ ଲକ୍ଷ ନଗଦ ଟଙ୍କା ଜବତ କରିଛି ପୋଲିସ । ବାଲେଶ୍ବର ଜିଲ୍ଲା ଖଇରା ଓ ସୋର ଥାନା ଅଞ୍ଚଳର ୨ଟି ATM ଲୁଟିଥିଲେ ଏହି ୫ ଦୁବୃର୍ତ୍ତ । ଜଣେ ଏବେ ବି ଫେରାର ରହିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଏହି ଲୁଟେରାମାନେ କ୍ୟାରି ବ୍ୟାଗରେ ଟଙ୍କା ଧରି ଏୟାରପୋର୍ଟ ଅଞ୍ଚଳରେ ବୁଲୁଥିଲେ। ଆଉ ସନ୍ଦେହ ପରେ ପୋଲିସ୍‌ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.