ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍, ବିଳମ୍ବିତ ରାତିରେ ଗେଟ୍ ତାଡି କଳାକନା ବୁଲାଇଲେ ଚୋର

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି । ବିଳମ୍ବିତ ରାତିରେ ଗେଟ୍ ତାଡି ଦେଲେ ଚୋର। ଏପରିକି ସିସିଟିଭି କ୍ୟାମେରାର ତାର କାଟିନେଇଥିବା ସୂଚନା ମିଳିଛ ।

ପିପିଲି (କେନ୍ୟୁଜ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି । ବିଳମ୍ବିତ ରାତିରେ ଗେଟ୍ ତାଡି ଦେଲେ ଚୋର। ଏପରିକି ସିସିଟିଭି କ୍ୟାମେରାର ତାର କାଟିନେଇଥିବା ସୂଚନା ମିଳିଛ । ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସର ଛାନ ଭିନ ଜାରି ରହିଛି । ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.