Below header

ବାତ୍ୟା ମୁକାବିଲା ପାଇଁ ୫ ବରିଷ୍ଠ IASଙ୍କୁ ଦାୟିତ୍ୱ, ରିଲିଫ ଅପରେସନ ସହ ପରିସ୍ଥିତି ଉପରେ ନଜର ରଖିବେ

କେନ୍ୟୁଜ୍(ବ୍ୟୁରୋ): ୫ ଜିଲ୍ଲା ପାଇଁ IASଙ୍କୁ ଦାୟିତ୍ୱ । ବାତ୍ୟା ମୁକାବିଲା ପାଇଁ ୫ ବରିଷ୍ଠ IASଙ୍କୁ ଦାୟିତ୍ୱ ଦିଆଯାଇଛି। ରିଲିଫ ଅପରେସନ ସହ ପରିସ୍ଥିତି ଉପରେ ନଜର ରଖିବେ ଏହି ବରିଷ୍ଠ ଅଧିକାରୀ ।

ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦିଆଯାଇଛି । ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର, ଭି ଭି ଯାଦବଙ୍କୁ ଭଦ୍ରକ ଦାୟିତ୍ୱ ଦିଆଯାଇଛି । ସେହିଭଳି ବିଶାଲ ଦେବଙ୍କୁ ବାଲେଶ୍ୱର ଓ ସୁରେଶ ବଶିଷ୍ଠଙ୍କୁ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.