Below header
Browsing Tag

cyclone yash

ବାତ୍ୟାକୁ ଦୃଷ୍ଟିରେ ରଖି ଶ୍ରୀ ମନ୍ଦିରରୁ କଢ଼ା ହେଉଛି ୮୦ ଫୁଟର ଲୁହା ଭାରା

ପୁରୀ(କେ ନ୍ୟୁଜ): ପୁରୀ ବାତ୍ୟା ୟସକୁ ନେଇ ପୁରୀ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି । କୀର୍ତ୍ତନ ଚକଡା ଓ ଜଗମୋହନ…

ଯାଜପୁର: ବାତ୍ୟା ପାଇଁ ରାତି ୧୨ ଟା ଠାରୁ ଆସନ୍ତାକାଲି ଦିନ ୧୨ ଟା ପର୍ପ୍ୟନ୍ତ ଗାଡି ଚଳାଚଳ ଉପରେ ଲାଗିଲା କଟକଣା

ଯାଜପୁର (କେନ୍ୟୁଜ): ବାତ୍ୟାକୁ ଆଖି ଆଗରେ ରଖି ୧୬ ନଂ ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବର୍ଷା ପବନ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିବାରୁ ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ରାତି ୧୨ ଟା ଠାରୁ ଆସନ୍ତାକାଲି ଦିନ ୧୨ ଟା…

ଧାମରା ଓ ପାରାଦୀପ ବନ୍ଦରକୁ ୪ ନଂ ବିପଦ ସଂକେତ, ଗୋପାଳପୁର ଓ ପୁରୀକୁ ୩ ନଂ ବିପଦ ସଂକେତ ଜାରି

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ ରୂପ ନେବ । କାଲି ଆହୁରି ଘନୀଭୂତ ହୋଇ ଅତିପ୍ରବଳ ବାତ୍ୟା ହେବ ବୋଲି ଆ଼ଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପାରାଦୀପରେ ୟସ ପ୍ରଭାବରେ ବର୍ଷା…

ବାତ୍ୟା ମୁକାବିଲା ପାଇଁ ୫ ବରିଷ୍ଠ IASଙ୍କୁ ଦାୟିତ୍ୱ, ରିଲିଫ ଅପରେସନ ସହ ପରିସ୍ଥିତି ଉପରେ ନଜର ରଖିବେ

କେନ୍ୟୁଜ୍(ବ୍ୟୁରୋ): ୫ ଜିଲ୍ଲା ପାଇଁ IASଙ୍କୁ ଦାୟିତ୍ୱ । ବାତ୍ୟା ମୁକାବିଲା ପାଇଁ ୫ ବରିଷ୍ଠ IASଙ୍କୁ ଦାୟିତ୍ୱ ଦିଆଯାଇଛି। ରିଲିଫ ଅପରେସନ ସହ ପରିସ୍ଥିତି ଉପରେ ନଜର ରଖିବେ ଏହି ବରିଷ୍ଠ ଅଧିକାରୀ । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦିଆଯାଇଛି । ଶାଶ୍ୱତ ମିଶ୍ରଙ୍କୁ…

ବାତ୍ୟା ମୁକାବିଲା ନେଇ ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ବାତ୍ୟା ୟସ ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ରାଜ୍ୟ ସରକାର ସଫଳତାର ସହ ବାତ୍ୟା ମୁକାବିଲା କରିଛନ୍ତି ।…

ବାତ୍ୟା ପାଇଁ ୧୦ ଜିଲ୍ଲାରେ ୨ ଘଣ୍ଟା ଲକଡାଉନ ନିୟମ କୋହଳ, ଏସଆରସି ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ୟସକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଲକଡାଉନ ସାମାନ୍ୟ କୋହଳ କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକଡାଉନକୁ କୋହଳ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି )ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।…

ବାତ୍ୟାର ରୂପ ନେଲା ‘ୟସ୍‌’, ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ କରିବ

କେନ୍ୟୁଜ୍(ବ୍ୟୁରୋ): ବାତ୍ୟାର ରୂପ ନେଲା ‘ୟସ୍‌’ । ଆଜି ରାତିରେ ଅଧିକ ଘନୀଭୂତ ହୋଇ ଅତି ତୀବ୍ର ବାତ୍ୟା ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ କରିବ । ପାରାଦୀପଠାରୁ ୫୪୦ କିଲୋମିଟର ଓ…

ଡିପ୍‌ ଡିପ୍ରେସନର ରୂପ ନେଇଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ, କିଛି ସମୟ ମଧ୍ୟରେ ନେବ ବାତ୍ୟା ରୂପ

କେନ୍ୟୁଜ୍(ବ୍ୟୁରୋ): ଡିପ୍‌ ଡିପ୍ରେସନର ରୂପ ନେଇଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ । କିଛି ସମୟ ମଧ୍ୟରେ ନେଇପାରେ ବାତ୍ୟା ରୂପ । ଆଜି ରାତିରେ ଅଧିକ ଘନୀଭୂତ ହୋଇ ଅତି ତୀବ୍ର ବାତ୍ୟା ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ…

ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟସ’

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ବାତ୍ୟା ୟସ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ। ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ- ଆଇଏମଡି ପୂର୍ବାନୁମାନ କରିଛି। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ରହିବ ଘଣ୍ଟା…

ବାତ୍ୟା ପରିସ୍ଥିତି ନେଇ ଆଜି ଦିନ ୧୧ଟାରେ ସମୀକ୍ଷା କରିବେ ମୋଦି, ଟେଲିକମ୍‌ ଓ ଶକ୍ତି ମନ୍ତ୍ରାଳୟ ଅଧିକାରୀ ରହିବେ…

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ ୧୧ଟାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଏହା ସହ ଜାତୀୟ ବିପର୍ଯ୍ୟୟ ପରିଚାଳନା, ଟେଲିକମ୍‌, ଶକ୍ତି ଓ ବେସାମରିକ ବିମାନ ଚଳାଚଳର ସଚିବଙ୍କ ସହ…

ଆଜି ଅବପାତ ରୂପନେବ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

କେନ୍ୟୁଜ୍‌(ବ୍ୟୁରୋ):  ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତ ରୂପନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ । ୨୫ ତାରିଖରେ ଆହୁରି ସିଭିୟର ହେବ । ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ ୟସ୍‌ । ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି…

ସମ୍ଭାବ୍ୟ ବାତ୍ୟା ପାଇଁ ୧୧ ଜିଲ୍ଲାକୁ ହାଇଆଲର୍ଟ, ୧୭ ଏନ୍‌ଡିଆରଏଫ ଓ ୨୦ ଓଡ୍ରାଫ ୟୁନିଟ ପ୍ରସ୍ତୁତ

କେନ୍ୟୁଜ୍(ବ୍ୟୁରୋ) : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୧୧ ଜିଲ୍ଲାକୁ ହାଇଆଲର୍ଟ। ଉପକୂଳ ଜିଲ୍ଲାଗୁଡିକରେ ଆରମ୍ଭ ହୋଇ ସାରିଛି ବାତ୍ୟାମୁକାବିଲା ପ୍ରସ୍ତୁତି। ପର୍ଯ୍ୟାପ୍ତ ଉଦ୍ଧାରକାରୀ ଦଳ ପ୍ରସ୍ତୁତ। ବର୍ତ୍ତମାନ ୧୭ ଏନ୍‌ଡିଆରଏଫ ଓ ୨୦ ଓଡ୍ରାଫ ୟୁନିଟଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି।…