Below header

ମାର୍ଶାଘାଇ ଥାନା ୫ ନଂ ଜାତୀୟ ରାଜପଥ ଡକାୟତି ଘଟଣାରେ ୫ ଗିରଫ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌):  କେନ୍ଦ୍ରାପଡା ମାର୍ଶାଘାଇ ଥାନା ୫ନଂ (କ) ଜାତୀୟ ରାଜପଥରେ ଡକାୟତି ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଜଣେ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେଲ ବୋଝେଇ ଟ୍ୟାଙ୍କର, ଗୋଟିଏ କାର, ଗୋଟିଏ ବୋଲେରୋ, ୩ ବାଇକ୍ , ୫୩ ହଜାର ଟଙ୍କା, ୬ଟି ମୋବାଇଲ ଫୋନ, ଟ୍ୟାଙ୍କର ଖୋଲିବା ପାଇଁ ନକିଲି ଚାବି ସହ ୭ ହଜାର ୬୦୦ ଲିଟର ତେଲ ମାର୍ଶାଘାଇ ଥାନା ପୋଲିସ ଜବତ କରିଛି ।

marsaghai

ଗତକାଲି ବିଳମ୍ବିତ ରାତିରେ ପାରାଦୀପରୁ ଏକ ତେଲ ଟ୍ୟାଙ୍କରକୁ ଫଲୋକରି ୬ ଜଣ ଡକାୟତ ହଳଦିଆ ଗୋଡା ନିକଟରେ ଅଟକାଇ ଥିଲେ । ଡକାୟତମାନେ ଟ୍ୟାଙ୍କର ଅଟକାଇ ଡ୍ରାଇଭରକୁ ମାଡ ମାରି ଏକ କାରରେ ପୂରାଇ ଦୁହୁରିଆ ଛକ ନିକଟରେ ଧମକ ଦେଇ ଛାଡ଼ି ପଳାଇ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.