Below header

ପୁରୀରେ ଭିକ୍ଷାବୃତ୍ତି ନିଷିଦ୍ଧ, ନିଳାଦ୍ରୀ ନିଳୟ ଯୋଜନାରେ ସାମିଲ ହେବେ ୫୦୦ରୁ ଉର୍ଦ୍ଧ୍ୱ ଭିକ୍ଷାବୃତ୍ତି କରୁଥିବା ଲୋକ

ପୁରୀ: ପୁରୀରେ ଭିକ୍ଷାବୃତ୍ତିକୁ ନିଷିଦ୍ଧ କରାଯିବ । ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯିବା ସହ ସେମାନଙ୍କ ପାଇଁ ପୁନର୍ବାସର ବ୍ୟବସ୍ଥା କରାଯିବ । ପ୍ରଥମ ଥର ପାଇଁ ନିଳାଦ୍ରୀ ନିଳୟ ନାଁରେ ଯୋଜନା କାଯ୍ୟର୍କାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ପୁରୀରେ ଏଥିରେ ଭିକ୍ଷାବ୍ରୁତ୍ତି କରୁଥିବା ଲୋକଙ୍କୁ ମାଗଣା ଖାଇବା, ରହିବା ସହ ସ୍ୱାସ୍ଥ୍ୟସେବା ଓ ଥଇଥାନର ସମସ୍ତ ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.